ପବିତ୍ର ସଂସଦ ରେ କେନ୍ଦ୍ର ମନ୍ତ୍ରୀ ଅମିତି ସାହା ସମ୍ବିଧାନ ପ୍ରଣତା ଡ ଆମ୍ବେଦ କର ଙ୍କ ପ୍ରତି ଦେଇ ଥିବା ମନ୍ତବ୍ୟ କୁ ପ୍ରତି ବାଦ କରି ବରିଷ୍ଟ କଂଗ୍ରେସ ନେତାଶରତ ରାଉତ ନିର୍ଦେଶ ରେ ବିଜ୍ଞ ଜୟ ବଳ ନେତୃତ୍ୱରେ ଆଜି ଦାନଗଦି ବ୍ଲକ କଂଗ୍ରେସ ପକ୍ଷରୁ ଅମିତି ସାହା ର କୁସପିତୁଲା ଦାହ କରାଯାଇଛି ଏହି କାର୍ଯ୍ୟ କ୍ରମ ରେ ଦାନଗଦି ବ୍ଲକ ର କଂଗ୍ରେସ କର୍ମୀ ମାନେ ସାମିଲ ହୋଇ ଥିଲେ l

Leave a Reply

Your email address will not be published. Required fields are marked *