ଦାଦନ ପ୍ରବଣ ଟିଟିଲାଗଡ ବ୍ଲକ ରେ ଶ୍ରମିକ ଙ୍କୁ ମନରେଗା କର୍ମ ନିଯୁକ୍ତି ନମରେ ହରି ଲୁଟ ହେଉଛି | ଦାଦନ ସମସ୍ୟା କୁ ରୋକିବା ପାଇଁ ଟିଟିଲାଗଡ ବ୍ଲକ ବିନେକେଲା ପଞ୍ଚ୍ୟାୟତ ରେ କୋଟି କୋଟି ଟଙ୍କାର ଦୁର୍ନୀତି ର ଅଭିଯୋଗ କଲେ ବିନେକେଳା ଗ୍ରାମବାସୀ | ଅଭିଯୋଗ ପତ୍ର ଦେଲେ ବ୍ଲକ ବିଡ଼ିଓ ଙ୍କୁ ପରେ ଉପ ଜିଲ୍ଲାପାଳ ପାଲ ଙ୍କୁ ମଧ୍ଯ ଲିଖିତ ଅଭିଯୋଗ କରି ଛନ୍ତି ଶ୍ରମିକ ମାନେ କହିବା ଅନୁସାରେ ତାଙ୍କର ପରିଶ୍ରମ ମନରେଗା ଟଙ୍କା ଅନ୍ୟ ଆକାଉଣ୍ଟ କୁ ଯାଉଛି, କାମ ନକରୁ ଥିବା ଲୋକଙ୍କ ଖାତା ରେ ଟଙ୍କା ପଡୁ ଥିବାର ଅଭିଯୋଗ କରିଛନ୍ତି, ତିନି ବର୍ଷ ପୂର୍ବରୁ କାମ କରି ଆସୁ ଥିଲେ ହେଳେ ଅଧା ଟଙ୍କା ମିଳିଛି ହେଲେ ବାକି ଟଙ୍କା ଅଜି କାଲି କହି କହି ଠକୁ ଥିବାର ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସି ଦେଖା ଯାଉ କେତେ ଦୂର ପ୍ରଶାସନ ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ଦେବା ରେ ସଫଳ |ଟିଟିଲାଗଡ ରୁ ଦିନେଶ କୁମାର ଶର୍ମା ଙ୍କ ରିପୋର୍ଟ୍