ଆଜିବି ଜରିପାଲ ତଳେ ବିତୁଛି ନିରିହ ଜୀବନ।ଆଜିବି ସରକାରୀ ଯୋଜନା ଗରିବ ଲୋକଙ୍କ ପାଇଁ ସାଜିଛି ସାତ ସପନ ବାରମ୍ବାର ସରପଞ୍ଚ ଙ୍କୁ ଗୁହାରି କରି କରି ଶେଷରେ ନିଜ ଅର୍ଥ ରେ ଅଧା ଗଢା ଘରେ ବିତୁଛି ନିରିହ ଜୀବନ। ସରକାରଙ୍କୁ ଗୋଟିଏ ପଟେ ସମସ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ବୋଲି ପ୍ରଚାର ପ୍ରସାର କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏଥରୁ ବଞ୍ଚି ହେଉଥିବାର ଦୂଶ୍ୟ ସମ୍ମାନ କୁ ଆସିଛି ଏ ଦୂଶ୍ୟ ହେଉଛି କଟକ ଜିଲ୍ଲା ବଡ଼ମ୍ବା ବ୍ଳକ୍ ବାଙ୍ଗେରିସିଙ୍ଗା ଗାଁର ଆଜିବି ଅଧା ଗଢା ଘରେ ଜରି ପାଲ ପକାଇ ନିରିହ ଜୀବନ କୁ ବାଜି ଲଗାଇ ଘରେ କଟୁଛି ଜୀବନ ବର୍ଷା ସମୟରେ ଘରେ ପଶୁଛନ୍ତି ସାପ ବେଙ୍ଗ ଓ ଅନେକ ସରିସୃପ ବାରମ୍ବାର ଅଭିଯୋଗ ପରେ ବି ଘରେ ଟିଏ ମିଳିଲାନି ବୋଲି ଅଭିଯୋଗ କରିଛନ୍ତି କମଳା ପରିଡ଼ା ବୟଷ ର ଅପରାହ୍ନ ରେ କମଳା ପହଞ୍ଚି ଥିବା ନିଜ ଅର୍ଥ ଅଭାବରୁ ଅଧା ଗଢା ଘରେ ଜରି ପାଲ ପକାଇ ରହୁଥିବା ର ଦେଖିବାକୁ ମିଳିଛି।ଏ ନେଇ ଆମ ପ୍ରତନିଧି ବଡ଼ମ୍ବା ବିଡିଓ ଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବା ପରେ ବିଡ଼ିଓ କହିଛନ୍ତି ଏହାର ତଦନ୍ତ କରି ସେମାନଙ୍କୁ ଖୁବ୍ ଶୀଘ୍ର ଆବାସି ଯୋଜନା ରେ ଅନ୍ତଭୁକ୍ତ କରାଯିବ କହିଛନ୍ତି ବଡ଼ମ୍ବା ବିଡ଼ିଓ।ତେବେ ଦେଖିବାକୁ ରହିଲା କି କମଳା ପରିଡ଼ା ଙ୍କୁ କେବେ ଘର ଖଣ୍ଡିଏ ଯୋଗାଇ ଦିଆଯାଉଛି।

କଟକ ରୁ ମାନସ କୁମାର ସାହୁଙ୍କ ରିପୋର୍ଟ ଟାଇମିଂସିଂ ଅଫ କଳିଙ୍ଗ