ଆଜି ଆଦିକବି ସାରଳା ଦାସ ସଂକୃତି ଭାବନ ରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି, ଓଡ଼ିଶାରେ ନାଟକର ଉନ୍ନତି, ନାଟ୍ୟକାର, ନିର୍ଦେଶକ ଓ କଳାକାର ମାନଙ୍କୁ ପ୍ରୋତ୍ସାହନ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ, ପ୍ରଥମା ଫାଉଣ୍ଡେସନ ପକ୍ଷ ରୁ ଚଳିତ ଜାନୁଆରୀ ମାସ ର 22, 23 ଓ 24 ତାରିଖ, ତିନି ଦିନ ଧରି ପ୍ରଥମ ରାଜ୍ୟସ୍ତରୀୟ ସାରଳା ନାଟକ ଉତ୍ସବ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଆଦିକବି ସାରଳା ଦାସ ସଂକୃତି ଭାବନ ରେ ପ୍ରତ୍ୟହ ସନ୍ଧ୍ୟା 6.30 ମିନିଟ ସମୟରେ ଅନୁଷ୍ଠିତ ହେବ.
ଏଥିରେ ରାଜ୍ୟ ର 3ଟୀ ନାଟ୍ୟନୁଷ୍ଠାନ ଯୋଗ ଦେବେ. ଉଦଘାଟଣି ସଂଧ୍ୟରେ ଭୁବନେଶ୍ୱର ବିଦ୍ୟଜନକ ସୁଯନାନୁଷ୍ଠାନ ଗୋଦାବରୀଶ ମହାପାତ୍ର ଙ୍କ କାଳଜୟୀ କାହାଣୀ “ମାଗୁନିର ଶଗଡ଼’. ଦ୍ୱିତୀୟ ଦିନ ପାରାଦ୍ୱୀପର କାନମାସ ପରିବେଷଣ କରିବେ ନାଟକ ‘ ମିଥ୍ୟାବାଦୀ ଜିନ୍ଦାବାଦ ‘ ଓ ଉଦଯାପନୀ ସଂଧ୍ୟରେ ଭୁବନେଶ୍ୱର ର ରଙ୍ଗମ ନାଟ୍ୟ ସଂସ୍ଥା ପକ୍ଷରୁ ଡ଼. ଇତି ସାମନ୍ତ ଙ୍କ ରଚିତ ନାଟକ ‘,କାନ୍ତ କାନ୍ତା ‘ ମଞ୍ଚସ୍ଥ ହେବେ. ଉତ୍ସବ ରେ ଫ୍ରାନ୍ସ ଓ ବେଲଜିୟମ ର ନାଟ୍ୟକାର କାନେ ଯୋଗ ଦେବେ. ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଓ ଭଂଜକଳ ମଣ୍ଡପ ପରି ପ୍ରଥମ ଥର ପାଇଁ ଜଗତସିଂହପୁର ସଦର ମହାକୁମା ରେ ଅନୁଷ୍ଠିତ ହେବାକୁ ଯାଉଛି.

Leave a Reply

Your email address will not be published. Required fields are marked *