କନ୍ଧମାଳ ଜିଲ୍ଲା ବଳସକୁମ୍ପା ଗ୍ରାମ ରେ ପୂଜ୍ୟ ସନ୍ଥ ଶ୍ରୀ ଆଶାରାମ ଜୀ ବାପୁଙ୍କର କୃପା ପାତ୍ରୀ ଶିଷ୍ୟା ସ୍ୱାଧୀ ଅମୂଲ୍ୟା ଦିଦି ଙ୍କ ଦ୍ୱାରା ଶ୍ରୀ ମଦ ଭାଗବତ ଗୀତା ସତସଙ୍ଗ ଏବଂ ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାକୁ ଶ୍ରୀ ଯୋଗବେଦନ୍ତ ସବାସମିତି ଦ୍ୱାରା ପରିଚାଳନା କରିବା ସହିତ ବଳସକୁମ୍ପା ପଂଚାୟତ ବିଭିନ୍ନ ଗ୍ରାମରୁ କୀର୍ତନ ମଣ୍ଡଳୀ ଆସିଥିଲେ. ଏବଂ ବାପା ମାଆ ଭାଇ ଭଉଣୀ ମାନେ ଆସି ଆନନ୍ଦ ର ସହିତ ସତସଙ୍ଗ ରେ ଅଂଶ ଗ୍ରହଣକରି ଭକ୍ତି ଓ ଶ୍ରଦ୍ଧା ର ସହିତ ଶ୍ରବଣ କରିଥିଲେ. ଏବଂ ସର୍ବଶେଷ ରେ ସମସ୍ତ ସତସଙ୍ଗ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଓ ଦୂର ବିଦେଶ ରୁ ଆସିଥିବା ଶ୍ରଦ୍ଧାଳୁ ମାନଂକର ପାଁଇ ଏ ଖାଦ୍ୟ ପାନୀୟ ର ବିବ୍ୟସ୍ଥା ହୋଇ ଥିଲା. ଖାଦ୍ୟ ସେବନ ପରେ ସମସ୍ତେ ନିଜ ନିଜ ଗାଁ କୁ ପତ୍ୟାବର୍ତନ କରିଥିଲେ. କନ୍ଧମାଳ ରୁ ବରୁଣ କୁମାର ସାହାଣୀ ଙ୍କ ରିପୋର୍ଟ. Times of Kalinga.

Leave a Reply

Your email address will not be published. Required fields are marked *