ଓମ୍ ବାବା କୁଶଳେଶ୍ଵରାୟ ନମ୍ଃ। ଆଜି ପବିତ୍ର ମକର ସଂକ୍ରାନ୍ତି।ଏଇ ଅବସରରେ ଆମେ ଆଜି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଷିପୁରା ବ୍ଲକ ଦେଓଗାଁ ଗ୍ରାମର କୁଶଳେଶ୍ଵର ମନ୍ଦିର ରେ ଅଛୁ। ଏହି ମନ୍ଦିର 900ଖୀଷ୍ଟଦ୍ଧରେରାଜା ଜଜାତି କେଶାରୀଙ୍କ ବଂଶଧର ନିର୍ମାଣ କରିଥିଲେ। ଗଡ଼ଜାତ ହେଲାପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ କେନ୍ଦୁଝର ରାଜାଙ୍କୁ ଦିଆଗଲା। ତତପରେ 1970ମସିହାରୁ ଆଜି ପର୍ଯ୍ୟନ୍ତ ଦେବୋତ୍ତର ବିଭାଗ ଅଧୀନରେ ରହିଅଛି । ଏହି ମନ୍ଦିର ଦେଓଗାଁ ର କୁଶେଇ ନଦୀ କୁଳରେ ଅବସ୍ଥିତ।