ମୁଖ୍ୟ ଅତିଥି ଭାବେ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲ ଓ ଜଗତସିଂହପୁର ର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବରେ ଅଭିଭାଷଣ ପ୍ରଦାନ କରିଥିଲେ, ଜଗତସିଂହପୁର ଜିଲ୍ଲା ରେ ପାଣି ପଂଚାୟତ ର ସମସ୍ତ ପ୍ରକାର କୃଷି ସୁବିଧା ଯଥା ଚାଷ ପାଇଁ ପାଣି କିପରି ସମସ୍ତ ଜାଗାରେ ଉଠା ଜଳ ସେଚନ ମାଧ୍ୟମରେ ବିଲରେ ପହଂଚିବାକୁ ଓ ଚାଷୀକୁଳ ର ଉନ୍ନତି ହେବ ସଙ୍ଗେ ସଙ୍ଗେ ଜିଲ୍ଲା ର ଉନ୍ନତି ହେବ, ଏହି
ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଜିଲ୍ଲାର ବିକାଶ ପାଇଁ ସମସ୍ତେ ଦୃଢ ସଂକଳ୍ପ ନେଇ ଜାତୀୟ ସଂଗୀତ ଗଣ କରିଲଥିଲେ,
ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ଜଗତସିଂହପୁର ରୁ ଅମ୍ବିକା ପ୍ରାସାଦ ମହାପାତ୍ର ଙ୍କ ରିପୋର୍ଟ.