କଟକ ତିନିଘରିଆ ସ୍ଥିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ସ୍କୁଲ ସେଣ୍ଟ ଯେଭିୟର୍ସ ହାଇସ୍କୁଲ ଠାରେ ଆଜି ପୂର୍ବାହ୍ନରେ ଏକ ଫୁଡ୍ ଫେଷ୍ଟିଭାଲ୍‌ ଖୁବ ଜାଗ୍ଜମକରେ ସମାପ୍ତ ହୋଇଯାଇଛି। ସ୍କୁଲର ପ୍ରିନ୍ସିପାଲ ଡ଼ଃ.ସୁଭଲକ୍ଷ୍ମୀ ପରିଡ଼ାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ଫୁଡ୍ ଫେଷ୍ଟିଭାଲ୍‌ରେ ସମାଜସେବୀ ତଥା ରୋଟାରୀ କ୍ଲବ୍ ର ଚେୟାରମେନ ଶ୍ରୀଯୁକ୍ତ ରମଣିରଞ୍ଜନ ରାଉତରାୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶୀତ ଫୁଡ୍ ଫେଷ୍ଟିଭାଲ ର ମୂଲ୍ୟାୟନ କରିଥିଲେ। ଶିକ୍ଷକ ଅନ୍ସୁମାନ୍ ସାହୁ, ଶିକ୍ଷୟିତ୍ରୀ ସାଗରିକା ମିଶ୍ର, ସୁଜାତା ଖୁଣ୍ଟିଆ ,ଶୁଭଶ୍ରୀ ଆଚାର୍ଯ୍ୟ, ମୋନାଲିସା ପଟ୍ଟନାୟକ ,ମାନସୀ ପ୍ରଧାନ, ସମସ୍ତ ଅଣ ଶିକ୍ଷକ ଓ କର୍ମଚାରୀ ମାନେ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ‌।
କଟକ ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।

Leave a Reply

Your email address will not be published. Required fields are marked *