ଗତ ତିନିଦିନ ତଳେ ଜୟପୁର MG ରୋଡ ସାଇଟ୍ ଜଣେ ଆଦିବାସୀ ପରିବା ବିକାଳୀ ମା ପାଖରେ ଥିବା ଦକାନି ମାନେ ପରିବା କୁ ମଜି ରୋଡ ଉପରକୁ ପରିବା ଡାଲା ନେଇ ରଖିଲେ ଆଉ ଗାଳି କରିଥିଲେ।
ସେହିତିପାଇ ଆଜି କୋରାପୁଟ ଯୁବକ ଗୋଷ୍ଟି । କୋରାପୁଟ ଜିଲ୍ଲା ପାଳ ଓ ଏ ସି ପି ଙ୍କୁ AFIR ଗ୍ରହଣ କରିଛନ୍ତି। ଜିଲ୍ଲା ପାଳ ମଧ୍ୟ ଏ ବିଷୟରେ ତଦନ୍ତ କରିବାକୁ କହିଛନ୍ତି । କୋରାପୁଟ ରୁ ରାମଚନ୍ଦ୍ର ଙ୍କ ରେପୋର୍ଟ ଟାଇମ୍ସ ଅଫ କଳି
Breaking