୦୯-୦୧-୨୦୨୫ ରିଖ ଜାନୁଆରୀ ମାସର ଦ୍ଵିତୀୟ ଗୁରୁବାର ଦିନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆରୋଗ୍ୟ ମନ୍ଦିର ବରଗାଁ ଅନୁକୁଲ୍ୟ ରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଲୀଳାବତୀ ତାଣ୍ଡି ଙ୍କ ନେତୃତ୍ୱ ରେ ଅଙ୍ଗନୱାଡ଼ି କେନ୍ଦ୍ର ସଗୁନୁଭାଡ଼ି ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନଷ୍ଠିତ ହୋଇ ଯାଇଛି। ଏହି ଆରୋଗ୍ୟ ଶିବିରରେ ମୁଖ୍ୟତଃ ୧୦ଟି ସେବା ଉପରେ ଗୁରୁତ୍ଵ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଓ ଆଶା ଦିଦୀ ମାନେ ସାହାଯ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସଗୁନଭାଡ଼ି ର ଜନସାଧାରଣ ଚିକିତ୍ସିତ ହୋଇଥିଲେ | ନୂଆପଡ଼ା ସିନାପାଲି ରୁ ମନୋହର ବାଗ ଙ୍କ ରିପୋର୍ଟ Times of kalinga

Leave a Reply

Your email address will not be published. Required fields are marked *