ଆଜି ହେଉଛି ପବିତ୍ର ଶ୍ଯାମ୍ବଦଶମି ବା ସୁର୍ଯ୍ଯନାରାୟଣ ପୂଜା ! ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ମନ୍ଦିର ! ସେହିଭଳି ଗଞ୍ଜାମଜିଲ୍ଲା ବୁଗୁଡାରେ ରହିଥିବା ଓଡିଶାର ଦ୍ୱିତିୟ ଅର୍କକ୍ଷେତ୍ର ଶ୍ରୀବିରଞ୍ଚିନାରାୟଣ ମନ୍ଦିର ବା ସୂର୍ଯ୍ଯମନ୍ଦିରରେ ଲାଗିଛି ଶ୍ରଧାଳୁଙ୍କ ଭିଡ ! ଏହି ମନ୍ଦିର ଟି 1822ଖ୍ରୀଷ୍ଟାଦ୍ଦ ରେ ଶ୍ରୀକରଭଞ୍ଜ ରଜା ଏହି ମନ୍ଦିରକୁ ନିର୍ମାଣ କରିଥିଲେ ! ଏହି ମନ୍ଦିରଟି 48ଗୋଟି ସ୍ତମ୍ବ ଓ ଗୋଟିଏ ଚକ ଦ୍ୱାରା ନିର୍ମିତ ,ମନ୍ଦିରଟି ଦେଖିବା ପାଇଁ ସତେଜେପରି ରଥ ସଦୁଷ ରହିଛି ! ରଜାରାଜୁଡା ଙ୍କ ପରେ ଆଜି ଶ୍ରୀରବିନାରାୟଣ ଦାଶ ମହନ୍ତ ମହାରାଜଙ୍କ ଦ୍ୱାରା ପରିଚାରିଳିତ ହୋଈ ଆସୁଛି ! ଏହି ମନ୍ଦିରରେ ସୂର୍ଯ୍ଯଦେବତା ଭାବେ ଶ୍ରୀବିରଞ୍ଚିନାରାୟଣ ପୂଜା ପାଉଛନ୍ତି ! ସାରା ଦେଶରେ ପ୍ରତ୍ଯୋକ ମନ୍ଦିର ପୂର୍ବାଭିମୁଖୀ ହୋଇ ରହିଥିବା ବେଳେ ଏହି ମନ୍ଦିର ଟି ପଶ୍ଚିମାଭିମୁଖୀ ମନ୍ଦିର ରହିଛି ! ସୂର୍ଯ୍ଯ ଅସ୍ତ ସମୟରେ ଶ୍ରୀବିରଞ୍ଚିନାରାୟଣ ଙ୍କ ପାଦରେ କିରଣ ସ୍ପର୍ସ ହେବା ପରେ ସୂର୍ଯ୍ଯ ଅସ୍ତଗାମି ହୋଇଥାନ୍ତି ! ଏବଂ ଏହି ମନ୍ଦିର ଟି ସମ୍ପୁର୍ଣ୍ଣ ଭାବେ କାଷ୍ଟ ରେ କାରୁକାର୍ଯ୍ଯ ଭରା ହୋଇରହିଛି !

Leave a Reply

Your email address will not be published. Required fields are marked *