ବହୁପ୍ରତୀକ୍ଷିତ ଫୁଲବାଣୀ ରେ କୃଷି ବିକାଶ ଉତ୍ପାଦନ କମ୍ପାନୀ ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ମିଣ ଆ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ କୁ କମ୍ପାନୀ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ କା ଅଧିକରଣୀ ଶ୍ରୀ -କଳ୍ପନା ନାଗ ପରିଚାଳନା କରିଥିଲେ. ଏବଂ ମୁଖ୍ୟ ଅତୀଥି ଭାବରେ ଉଦ୍ୟନ କୃଷି ବିଭାଗ ତରଫରୁ ଶ୍ରୀ -ଏସ. ରାକେଶ କୁମାର ଯୋଗଦେଇଥିଲେ. ଏବଂ ସନମାନୀୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ଗୌତମ ମଲ୍ଲିକ ଯୋଗ ଦେଇଥିଲେ. ମୁଖ୍ୟବକ୍ତା ଭାବରେ ପ୍ରୋତ୍ସାହନ ଅନୁଷ୍ଠାନ ର କିଟ. ଟି. ବି. ଆଇ. ରୁ ଶ୍ରୀ ସଫିକ କୁମାର ନନ୍ଦ. ଯୋଗଦେଇଥିଲେ. ଏବଂ କାର୍ଯ୍ୟକ୍ରମ ରେ କମ୍ପାନୀ ର ମଣ୍ଡଳୀ ନିର୍ଦେଶ ସକ, ସ୍ଥାନୀୟ. ମ. ବି. K. CRP. କୃଷିମିତ୍ର. ପ୍ରାଣୀମିତ୍ର. ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗଦେଇଥିଲେ. ଶେଷରେ କମ୍ପାନୀ ର ପରିଚାଳନା ନିଁର୍ଧେଶକ ଶ୍ରୀ -କାଁହୁ ଚରଣ ଡିଗାଲ ସମସ୍ତଙ୍କୁ ଧନ୍ୟବାଦ ଗ୍ରହଣ ଅର୍ପଣ କରିଥଲେ. କନ୍ଧମାଳ ରୁ ବରୁଣ କୁମାର ସାହାଣୀ ଙ୍କ ରିପୋର୍ଟ Times of Kalinga.