ଆଜି ଆଉ ନାହାନ୍ତି. ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମହାମହିମ ମନମୋହନ ସିଂ. ତାଙ୍କର ପରଲୋକରେ ସମଗ୍ରଦେଶରେ ଶୋକର ଛାୟା ଖେଳିଯାଇଛି. ସେ ଜଣେ ଥିଲେ ମହାନ ବ୍ୟକ୍ତି ଏବଂ ଦେଶର ମୁଖ୍ୟସ୍ରୋତ. ଏବଂ ଭାରତବର୍ଷର ମହାନ ଜନନାୟକ ନେତା ଭାବରେ ପରିଚିତ. ଆଜି ତାଙ୍କୁ ହରାଇ ସାରାଦେଶରେ ଶୋକ ର ଛାୟା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବାସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ. ଜୟହିନ୍ଦ.. କନ୍ଧମାଳ ରୁ ବରୁଣ କୁମାର ସାହାଣୀ ଙ୍କ ରିପୋର୍ଟ. Times of kalinga…