ଆଜି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି. ଏଥିରେ ଖଜୁରୀପଡା ବ୍ଲକ ଅଧୀନ ରେ ଥିବା 14 ଗୋଟି ପଂଚାୟତ ର ସରପଞ୍ଚ ମାନଙ୍କ ନେତୃତ୍ୱ ରେ ଗାଁ ରେ ଥିବ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ଅସୁସ୍ଥ ଥିବା ଭିନ୍ନ କ୍ଷମ ବ୍ୟକ୍ତି ମାନଙ୍କୁ ଉପସ୍ଥିତ କରାଇବା ସହିତ ଶିବିର ରେ ଆସିଥବା ବିଭିନ୍ନ ବିଭାଗ ର ଡାକ୍ତର ମାନଙ୍କର ସାକ୍ଷାତ କରାଇଥିଲେ.ଓ ରୋଗୀ ମାନଂକର ସମସ୍ୟା ବିଷୟରେ ଡାକ୍ତର ମାନଙ୍କୁ ଅବଗତ କରାଇ ପରୀକ୍ଷା ନିରକ୍ଷା କରିଥିଲେ. କିପରି ସେମାନେ ସରକାର ଙ୍କ ଠାରୁ ସହାୟତା ରାଶି ପାଇପାରିବେ ଚେଷ୍ଟା କରିଛନ୍ତି. ଏବଂ ସମସ୍ତ ଙ୍କ ପାଁଇ ଖାଦ୍ୟ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା. ଏହାକୁ ସମ୍ପୂର୍ଣ ଭାବରେ ଖଜୁରୀପଡା ଗୋଷ୍ଠୀ ଉନୟନ ଅଧିକାରୀ. ତହସିଲଦାର. ଓ ସମସ୍ତ ବ୍ଲକ କର୍ମଚାରୀ. ଓ ଅନାନ୍ୟ ଗଣମାଧ୍ୟମ. ସ୍ୱେଚ୍ଛାସେବୀ ଅନୁଷ୍ଠାନ. ମାନେ ଉପସ୍ଥିତ ରହି. ଶୃଙ୍ଖଳିତ ଭାବରେ ସମାପ୍ତି ହୋଇଥିଲା. କନ୍ଧମାଳ ରୁ ବରୁଣ କୁମାର ସାହାଣୀ ଙ୍କ ରିପୋର୍ଟ. Times of kalinga.

Leave a Reply

Your email address will not be published. Required fields are marked *