ମକର ମହୋତ୍ସବ ସାଁଆଳା କୋରେଇ,୨୨ ଜାନୁଆରୀରେ ହୋଇଯାଇଥିବା ପରମ୍ପରାଗତ ମକର ମହୋସ୍ଛଭ କୁ ଏହି ବର୍ଷ ବିଶେଷ ଉତ୍ସାହ ଓ ଉତ୍ସବମୂଡ଼ରେ ପାଳିତ କରାଗଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ମାନ୍ୟବର ବିଧାୟକ ଓ ମନ୍ତ୍ରୀ ମହୋଦୟ ତଥା ଆକାଶ ଦାସନାୟକ ବିଧାୟକ କୋରେଇ, ସମ୍ପଦ ସ୍ବାଇଁ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ଓଡ଼ିଶା ସରକାର ଉପସ୍ଥିତି ଓ ବୈଉପସ୍ଥିତି, ଯେଉଁଥିରେ ସେମାନେ ସ୍ଥାନୀୟ ଜନତା ସହିତ ଉତ୍ସବର ଆନନ୍ଦ ଭାଗ କରିନେଇଥିଲେ। ମନ୍ତ୍ରୀ ମହୋଦୟ ତାଙ୍କ ଉଦ୍ବୋଧନରେ ଓଡ଼ିଆ ସଂସ୍କୃତି ଓଡ଼ିଆ ଅସ୍ମିତାର କଥା କହିଥିଲେ ଆହୁରି ସେ ଅଞ୍ଚଳର ପ୍ରଗତି ଓ ବିକାଶ ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା କଥା ଉଲ୍ଲେଖ କରିଛନ୍ତି।