(କେନ୍ଦୁଝରଗଡ଼): କେନ୍ଦୁଝରଗଡ଼ ସର୍କିଟହାଉସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ସହ ମକର ମେଳା ଶୁଭେଚ୍ଛା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ବହୁ ସଂଖ୍ୟାରେ ଶୁଭେଚ୍ଛୁ, ସମର୍ଥକ ସହ କେନ୍ଦୁଝର ଜିଲ୍ଲାର ଅଭିଯୋଗକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ତଥା ଦୁଃଖ ଜଣାଇ ଥିଲେ, ପ୍ରାୟ ୫୦ରୁ ଉର୍ଦ୍ଧ ଅଭିଯୋଗ ମୁଖ୍ୟମନ୍ତ୍ରୀ ନିଜେ ଶୁଣିବା ସହ ତାହାର ସମାଧାନ ନିମନ୍ତେ ଜିଲ୍ଳାପାଲ ଓ ନିଜ ଅଭିଯୋଗ ଅଫିସରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *