ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଗୁନଭାଡି ରେ, ନିଲଜୀ କ୍ଲଷ୍ଟର ଆନୁକୁଲ୍ଯରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ ମେଳା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ରାକେଶ କୁମାର ମିଶ୍ର (C. R.C. C. ନିଳଜୀ) ଥିବାବେଳେ, ପ୍ରଧାନ ଶିକ୍ଷକ ଲକ୍ଷୀକାନ୍ତ ପାତ୍ର ମଞ୍ଚାସୀନ ରହିଥିଲେ ।
ସେହିପରି ମୁଖ୍ୟ ବକ୍ତା- ପ୍ରଭାତ ନଳିନୀ ବେହେରା ପ୍ରଧାନ ଶିକ୍ଷୟତ୍ରୀ ଚଟିଆଗୁଡା ହାଇସ୍କୁଲ , ମୁଖ୍ୟଅତିଥି- ରଙ୍ଗୀତା ପାତ୍ର( ସରପଞ୍ଚ ଚଟିଆଗୁଡା ଗ୍ରାମ ପଞ୍ଚାୟତ ) , ବରିଷ୍ଠ ଅତିଥି – ପ୍ରଦିପ ପଣ୍ଡା (A.B.E.O. ସିନାପାଲି ବ୍ଲକ) ଅତିଥି- ବିଭୁତି ମେହେର ମୁଖ୍ଯ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନୋଡାଲ U.P.S.ଗୋଡାଲ ,ମିତ୍ରଭାନୁ ମଶ୍ରା S.M.C. ସଭାପତି ସାଗୁନଭାଡି ବିଦ୍ୟାଳୟ ସାଗୁନଭାଡି ଏବଂ ନିଲଜୀ କ୍ଲଷ୍ଟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ । ଏହି କାର୍ଯ୍ୟକ୍ରମ ର ପର୍ଯ୍ୟବେକ୍ଷକ ଭାବରେ ସିନାପାଲି ବ୍ଲକ ର ବିଭିନ୍ନ କ୍ଲଷ୍ଟର ର C.R.C.C. ମହୋଦୟ ମାନେ ।
ଏହି ସଭାକୁ ପରିଚାଳନା କରିଥିଳେ ପ୍ରଦିପ କୁମାର ମେହେର (ସହ ଶିକ୍ଷକ ସାଗୁନଭାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)
ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ତନୁରାମ ନାୟକ ।

Leave a Reply

Your email address will not be published. Required fields are marked *