ସୁନ୍ଦରଗଡ, ଦର୍ଲି ପାଲି ରେ ମା ଚନ୍ଦଳି କଂର ପୌଶ ପୁର୍ଣିମା ଯାତ୍ରା ଅନୁଷ୍ଠିତ ହଉଚି… ଏ ଥି ପାଇଁ ଓଡିଶା ର କୋଣ ଅନୁକୋଣ ରୁ ବହୁତ ଭକତ ମାନଙ୍କର ସୁଅ ଛୁଟୁଛି.. ଆଜି ରାତି ସାରା ଏହି ଯାତ୍ରା ଚାଲିବ ଏବଂ ମା କଂର ପୂଜା ହେବ | ହଜ଼ାର ହଜ଼ାର ଭକତ ଏଇଠି ଆସୁ ଛନ୍ତି | ମାନ୍ୟତା ଅଛି ଏଠାରେ ଯିଏ ଯାହା ମାନସିକ କଲେ ତାହା ମିଳି ଥାଏ. ବହୁତ ପ୍ରାଚୀନ କାଳ ରୁ ଏ ଠାରେ ମା କର ପୂଜା ଅନୁଷ୍ଠିତ ହେଉ ଅଛି.. | ରାଜା ମହାରାଜା ଅମଳରେ ସୁନ୍ଦରଗଡ଼ ଯେତିକି ବେଳେ ଗାଙ୍ଗପୁର ଷ୍ଟେଟ ଥିଲା ସେ ବେଳୁ ଏଇଠି ଏହି ପୌଶ ପୁର୍ଣିମା ପୂଜା ଓ ଯାତ୍ରା ଆନୁଷ୍ଠିତ ହେଉଛି.ସେତେ ବେଳେ ଖାଲି ଏଇଠି ଖାଲି ଜଙ୍ଗଲ ଥିଲା, ଏବେ ସବୁ ଜଙ୍ଗଲ କଟା ଯାଇ ntpc ପାବାର ପ୍ଲାଣ୍ଟ ଏହା ପାଖରେ ସ୍ଥାପନ ହେଇଚି..

Leave a Reply

Your email address will not be published. Required fields are marked *