ସୋନେପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଣ୍ଟି ଗ୍ରାମରେ ଭାଗବତ ଗୀତା ପଠନ ଓ ହୋମ ଯଜ୍ଞ ହୋଇଥିଲା। ଏଥିରେ ମୁଖ୍ୟ କର୍ତ୍ତା ଭାବେ ଅନ୍ତର୍ଯ୍ୟାମୀ ମିଶ୍ର ଓ ତାଙ୍କ ପତ୍ନୀ ଇଶା ବସିଥିଲେ। ଓ ମୁଖ୍ୟ ପୂଜକ ଭାବେ ଅନିଲ ରଥ ଯୋଗ ଦେଇଥିଲେ ତାଙ୍କ ସହିତ ସନତ ଦାସ ଓ ଅଶୋକ ଦାସ ଗୀତା ପାଠ କରିଥିଲେ। ଡୁଙ୍ଗୁରିପାଲି ରୁ ରବୀନ୍ଦ୍ର ତ୍ରିପାଠୀ ଙ୍କ ରିପୋର୍ଟ times Of kalinga