Month: November 2024

ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ପୁରୁଣାକଟକ ରେ ଥିବା ଅଧିଷ୍ଠିତ ମା ଭୈରବୀ ରବି ନାମରେ ନାମିତ. ଭୈରବୀ ମହୋତ୍ସବ ଚଳିତ ବର୍ଷ ଚର୍ତୁତ ବର୍ଷ ରେ ପଞ୍ଚିବାବେଳେ ଆଜି ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି

ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ପୁରୁଣାକଟକ ରେ ଥିବା ଅଧିଷ୍ଠିତ ମା ଭୈରବୀ ରବି ନାମରେ ନାମିତ. ଭୈରବୀ ମହୋତ୍ସବ ଚଳିତ ବର୍ଷ ଚର୍ତୁତ ବର୍ଷ ରେ ପଞ୍ଚିବାବେଳେ ଆଜି ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି. ଏହି ମହୋତ୍ସବ ଚାରି ତାରିଖରେ…

କେନାଲ ବନ୍ଧରେ ବେ ଆଇନ ରାସ୍ତା ଓ ପୋଲ କୁ ନେଇ ଆକ୍ସନ ମୁଡ଼ ରେ ଜଳ ସମ୍ପଦ ବିଭାଗ

ବାଲିଅନ୍ତା ପଞ୍ଚାୟତ ଅନ୍ତର୍ଗତ ରେ ବର୍ଷ ବର୍ଷ ଧରି ହୋଇଥିବା ଅଭିଯୋଗ କୁ ଆଧାର କରି ତିରଣପଦା, ଧମିଲୋ, କଞ୍ଚିଲୋ ଗ୍ରାମ ରେ ହୋଇ ଆସୁଥିବା ବେଆଇନ୍ କେନାଲ ବନ୍ଧ ରେ ରାସ୍ତା ଓ ପୋଲ କୁ ଆଜି ଜଳ ସମ୍ପଦ…

ରାଜ୍ୟର ବିଭିନ୍ନ ଜଙ୍ଗଲ ବିଭାଗକୁ ଅଲ୍-ଟେରେନ୍ ମୋଟର ଯାନ (ଏଟିଭି), ଅଗ୍ନି ନିର୍ବାପକ ୟୁନିଟ୍ ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ସହିତ ବିତରଣ l

ଓଡିଶା ରାଜ୍ୟରେ ଥିବା ସମୁଦାୟ ଭୌଗୋଳିକ କ୍ଷେତ୍ରର 8869 ବର୍ଗ କି.ମି. ସଂରକ୍ଷିତ ଜଙ୍ଗଲ ଅଛି, ଯାହାକି 5.69 ପ୍ରତିଶତ ଅଟେ l ଏଥି ମଧ୍ୟରେ 19 ଗୋଟି ଅଭୟାରଣ୍ୟ, 1 ଗୋଟି ଜାତୀୟ ଉଦ୍ୟାନ, 2 ଗୋଟି ବ୍ୟାଘ୍ର ସଂରକ୍ଷଣ…

ବର୍ଷାକୁ ଦେଖି ଚାଷୀ ଛାନିଆ। ପ୍ରଥମେ ନିଅଣ୍ଟିଆ ବର୍ଷା ରେ ଯୁଝି ହୋଇଥିବା ଚାଷୀ ଧାନ ଅମଳ ସମୟରେ ବର୍ଷାକୁ ଦେଖି ଛାନିଆ।

ବର୍ଷାକୁ ଦେଖି ଚାଷୀ ଛାନିଆ। ପ୍ରଥମେ ନିଅଣ୍ଟିଆ ବର୍ଷା ରେ ଯୁଝି ହୋଇଥିବା ଚାଷୀ ଧାନ ଅମଳ ସମୟରେ ବର୍ଷାକୁ ଦେଖି ଛାନିଆ। ତରବରିଆ ଭାବେ ଧାନ କାଟି ଅମଳ କରୁଛନ୍ତି ଚାଷୀ।ଲଘୁଚାପ ପ୍ରଭାବ ରୁ ଝିପିଝିପ ବର୍ଷା ଆରମ୍ଭ ହୋଇଥିବା…

ନୂତନ ରାସନ କାର୍ଡ ବଣ୍ଟନ

ସରକାର ଙ୍କ ନେର୍ଦେଶ କ୍ରମେ ଆଜି ପ୍ରଥମ ପର୍ଯ୍ୟାୟ ରାସନ କାର୍ଡ ବଣ୍ଟନ କରାଯାଇଛି, ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମପଂଚାୟତରେ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଛି ଅଯୋଗ୍ୟ ବ୍ୟକ୍ତି କୁ ବାଦ ଦେଇ ଯୋଗ୍ୟ ବ୍ୟକ୍ତି କୁ ରାସନ କାର୍ଡ…

ଛକୋର ଗଙ୍ଗା ଘାସି ମହାସମାଜ ପକ୍ଷରୁ ୭୫ତମ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳନ

ଅତିଥି , ବିଷ୍ଣୁ ସେନ୍ଦେରିଆ, ସୁଦାମା ସୁନା, ନାରାୟଣ ସିନ୍ଦୂର, ମନୋଜ୍ ସାହୁ, ବୃନ୍ଦାବନ ସୁନା, ମଟାରୁ ସୁନା, ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ସମ୍ବିଧାନର ମୁଖ୍ୟ ପ୍ରତିଷ୍ଠାତା ଡଃ ଭିମରାଓ ରାମଜୀ ଆମ୍ବେଦକର ଙ୍କ ପ୍ରତିମା ରେ ଦୀପ ପ୍ରଜ୍ୱଳନ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେ ମା ଓ ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନନ୍ତପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଏକ ନିଆରା ପର୍ବ ଜେଜେ ବାପା ଓ ଜେଜେ ମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ…

ବର୍ତମାନ ସରକାର ପୂର୍ବ ଘଟଣାଗୁଡ଼ିକୁ ଦାୟିତ୍ୱ ଦେବାକୁ ଭିତରେ ରଖିବ ନାହିଁ।

ବେଗୁନିଆପଡା, ପୂର୍ବ ଚବିଶି ବର୍ଷ ସରକାରରେ ଯାହା ସବୁ ଘଟିଥିଲା ତାହାକୁ ବର୍ତମାନ ସରକାର ସମୟରେ ଜମା ପ୍ରଶୟ ଦିଆଯିବନି | ସିଧା ସଳଖ ନିର୍ବାଚିତ ପ୍ରତିନିଧିଙ୍କ ଯୋଗାଯୋଗରେ ରୁହନ୍ତୁ, ପ୍ରତ୍ୟେକ କାର୍ଯ୍ୟର ହିସାବ ସାର୍ବଜନୀନ କରିବାକୁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ…

preload imagepreload image