Month: November 2024

କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଅଙ୍କୁଶପୁର ଗ୍ରାମର କିଛି ଚାଷଜମିରେ ଅମଳ ବେଳକୁ ନିଅଣ୍ଟିଆ ଜଳ ଯୋଗାଣକୁ ନେଇ ଚାଷୀମାନେ ଅଶୋନ୍ତୋଷ।

ଗଞ୍ଜାମ କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଅଙ୍କୁଶପୁର ଗ୍ରାମର କିଛି ଚାଷଜମିରେ ଅମଳ ବେଳକୁ ନିଅଣ୍ଟିଆ ଜଳ ଯୋଗାଣକୁ ନେଇ ଚାଷୀମାନେ ଅଶୋନ୍ତୋଷ।

ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ହେବ ଚୌଦ୍ଵାର ମୁଣ୍ଡମାଳ ମଠସାହିରେ ଅନୁଷ୍ଠିତ ହୋଇଆସୁଛି ମା କାଳୀଙ୍କ ପୂଜା. ଶିବବ୍ରତ ଦାସ, ଟାଙ୍ଗୀ ଚୌଦ୍ୱାର

ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ହେବ ଚୌଦ୍ଵାର ମୁଣ୍ଡମାଳ ମଠସାହିରେ ଅନୁଷ୍ଠିତ ହୋଇଆସୁଛି ମା କାଳୀଙ୍କ ପୂଜା. ଶିବବ୍ରତ ଦାସ, ଟାଙ୍ଗୀ ଚୌଦ୍ୱାର

କଲରାବାଙ୍କ ରେ କାଳୀପୂଜା

କଟକ ସଦର ଅନ୍ତର୍ଗତ କିଶୋରନଗର ନିକଟସ୍ଥ କଲରାବlଙ୍କ,ଯାହାକି ଏସିଆ ମହାଦେଶର ପ୍ରଥମ ସ୍ମାର୍ଟ ଭିଲେଜ୍ ଭାବେ ପରିଗଣିତ,ଏଠାରେ ପ୍ରତବର୍ଷ ଭଳି ଏବର୍ଷ ମଧ୍ୟ କାଳୀପୂଜା ମହାସମାରୋହରେ ପାଳନ କରାଯାଉଛି।ପ୍ରାୟ ୧୦୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଏହି ପର୍ବଟି କୁ ପାଳନ…

ଦୁଃଖ ର ସାଥି ସ୍ଵେଚ୍ଛ ସେବି ଅନୁଷ୍ଠିତ ତଫରୁ, ଦୀପାବଳୀ ପାଇଁ ସହଯୋଗ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ,ଦୁଃଖର ସାଥୀ ପରିବାର ତରଫରୁ ବଡଚଣା ସ୍ଥିତ ମେ ଘର ବାଳାଶ୍ରମ ଠାରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି। ଦୁଃଖର ସାଥୀ ପ୍ରତିଷ୍ଠାତା ସର୍ବେଶ୍ଵର ବାରିକ ଙ୍କ କହିବା ଅନୁଯାୟୀ ଆଜି ଆଲୋକର ପର୍ବ…

ଦୁଇଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ନିଜ ଜନ୍ମ ମାଟିରେ ମାଁ ଙ୍କ ସହ ପାରମ୍ପାରିକ କାଳୀ ପୂଜା କରିବେ ଓ ମାଁ ଙ୍କ ସହ ମିଶି ଦୀପ ଜାଳି ବାଣ ଫୁଟାଇ ମନାଇବେ କାଳୀ ପୂଜା…

ପରମ୍ପରା ଭୂଲିନାହାନ୍ତି ମୋହନ ମାଝି,ପାରମ୍ପାରିକ ରୀତିରେ ପାଳିଲେ ଦୀପାବଳି,ଝୁମିଲେ ମାଦଳ ର ତାଳେତାଳେ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କର ଦୁଇ ଦିନିଆ କେନ୍ଦୁଝର ଗସ୍ତର ପ୍ରଥମ ଦିନର ସେ କେନ୍ଦୁଝର ସର୍କିଟ ହାଉସ ଠାରେ ପହଞ୍ଚି କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ସମୟ ରେ ପ୍ରଥମେ ସେ ମଣ୍ଡୁଆ ସ୍ଥିତ ତାଙ୍କ ବାସଭବନ…