Month: December 2024

ରାଜ୍ୟସଭାରେ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଆମ୍ବେଦକର ଙ୍କ ପ୍ରତି ଦେଇଥିବା ମନ୍ତବ୍ୟ କୁ ନେଇ ଧରମଗଡ OBC SC STମିଳିତ ମହାସଂଘ ପକ୍ଷ୍ୟରୁ ପ୍ରତିବାଦ ।

ରାଜ୍ୟସଭାରେ ଗୃହ ମନ୍ତ୍ରୀ ଅମିତ ଶାହା ଭାରତ ରତ୍ନ ଡକ୍ଟର ବି. ଆର. ଆମ୍ବେଦକର ଙ୍କ ପ୍ରତି ଯେଉଁ ଅରୁଚିକର ମନ୍ତବ୍ୟ ଦେଇଥିଲେ ତାହାର ପ୍ରତିବାଦ ରେ ଆଜି ଧର୍ମଗଡ଼ ଚାରିଛକ ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଠାରେ OBC-ST-SC…

କାଶିପୁର ବ୍ଲକର ଲୋକେ ଖଣି ବିରୋଧରେ କମ୍ପାନୀ କାର୍ଯ୍ୟାଳୟ ଓ ଥାନା ଘେରାଉ କଲେ।

ଆଜି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ରେ ମଧ୍ୟ କମ୍ପାନୀ ବିରୋଧରେ ପ୍ରତିବାଦର ସ୍ୱର ଦେଇ ଖଣି ଖାଦାନ ଓଁଚଲ ର ଲୋକ ମାନେ ବିରୋଧ ପ୍ରଦର୍ଶନ କରୁଥିବା ଦୃଶ୍ୟ ଆମ ଖବର ରେ ଦେଖିବା କୁ ମିଳିଛି , ଏହି…

ସ୍ବର୍ଗତ ରାଜକୃଷ୍ଣ ବୋଷ ଙ୍କ ଜୟନ୍ତୀ ସମାରୋହ |

କଟକ ସଦର (୧୭/୧୨) ରାଜକୃଷ୍ଣ ବୋଷ ସ୍ମୃତି ସଂସଦ ଆନୁକୁଲ୍ୟରେ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ରାଜବନ୍ଦୀ ସ୍ବର୍ଗତ ରାଜକୃଷ୍ଣ ବୋଷ ଙ୍କ ଜୟନ୍ତୀ କିଶୋରେନଗର ଠାରେ ପାଳିତ ହୋଇଯାଇଛି।ସ୍ମୃତି ସଂସଦ ସଭାପତି ସଦର ବିଧାୟକ ଇ゜ପ୍ରକାଶ ଚନ୍ଦ୍ର ସେଠୀ…

ଯବାନ ଶିବାଜୀଙ୍କ 3ତମ ଶ୍ରାଦ୍ଧ ବାର୍ଷିକ ସଭାରେ ବିଭିନ୍ନ ଅତିଥି ଏବଂ ବକ୍ତା ଉପସ୍ଥିତ।

ଯବାନ ଶିବାଜୀଙ୍କ 3ତମ ଶ୍ରାଦ୍ଧ ବାର୍ଷିକ ସଭାପତି ଅବସର ପ୍ରାପ୍ତ ଶିକ୍ଷକ ସାଧୁ ଚରଣ ନାୟକ,,ମୁଖ୍ୟ ବକ୍ତା ଅବସରପ୍ରାପ୍ତ ସେନା କର୍ମଚାରୀ ମଧୁସୂଦନ ପାତ୍ର ମୁଖ୍ୟ ଅଥିତି ଶିକ୍ଷକ ହେମେନ୍ଦ୍ର ବାରିକ ଦୀପକ ଭଳ ଦୈତାରୀ ଦାସ,,କୃଷ୍ଣଚନ୍ଦ୍ର ନାୟକ କୈଳାସ ମିଶ୍ର…

ଶୀତ ପାଇଁ ବୃଦ୍ଧ ଏବଂ ବୃଢ଼ାମାନଙ୍କୁ କମ୍ବଳ ବଣ୍ଟନ କରାଗଲା।

ସୁଲୋଚନା କାରୁଆ | ସାବିତ୍ରୀ ଚାମ୍ଫିଆ ବାଲୋ ଓରାମ | ସାବିନା ପାରୱିନ୍ | ହୁଶନାରା ଖାତୁନ୍ | ଜାକିଆ ଖାଟୁନ୍ | ରବୀନା ନାୟକ, ଶ୍ରୀମତୀ ରିକ୍ତl ରାଣୀ, ବୋଲାନି ଦିଦି ଲିପି ସିଦ୍ଧୁ ଏବଂ ମୁଖ୍ୟ ଅତିଥିଭାବେ କେଶରୀ…

ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଭୂମି ପୂଜନ, ରାଜ୍ୟସ୍ତରୀୟ ଉତ୍ସବ, ଏବଂ ମହୋତ୍ସବ ଉଦ୍‌ଘାଟନ କଲେ।

ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଦିନ ୧୧:୧୫ ମିନିଟ ସମୟରେ ପୁରୁଣା ସହର ସିଦ୍ଧ ମଠ ଠାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସିଦ୍ଧାମଠ ସ୍ଥିତ କେଶବ ବାବାଙ୍କ ଆଶ୍ରମ…

ପାଲିତ ହେଲା ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ ମହୋତ୍ସବ ଉତ୍ସବ

ଟିଟିଲାଗଡ଼ – ଶ୍ରୀ ଦାଦିଯି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ସ୍ଥାନୀୟ ପିପଲପଦର ଠାରେ ଉଦଯାପିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୋଲିସ ଆଇ ଜି ଶ୍ରୀଯୁକ୍ତ ହିମାଂଶୁ ଲାଲ , ସମ୍ମାନିତ ଅତିଥି ଭାବେ…

ବାହାନଗା ବ୍ଲକରେ ଜବରଦଖଲ ସରକାରୀ ଜମି ଉଚ୍ଛେଦ କଲେ, ପରିବାର ଲୋକେ ଅଭିଯୋଗ କଲେ।

ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କହ୍ନେଇ ଓଗାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଡ଼ତା ଗ୍ରାମରେ ମଦନ ଶିଅଳ ଓ ଶକ୍ତିକାନ୍ତ ବେହେରା ନାମକ ଦୁଇଟି ପରିବାରର ଲୋକେ ଦୀର୍ଘ 30 ବର୍ଷ ରୁ ଉର୍ଦ୍ଧ ଦିନ ଧରି ସରକାରୀ ଜମି ରେ…

ଇସ୍ରୋ ପରିଦର୍ଶନ ପାଇଁ ଯିବେ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା – ଭବାନି ବାଙ୍କୁଳା

ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ ବିଜ୍ଞାନ ମେଳା ର କାର୍ଯ୍ୟକ୍ରମ ହୋଇଥିବା ବେଳେ ଭୋବାନି ବାଙ୍କୁଳା ଉତୀର୍ଣ୍ଣ ହୋଇ ଇସ୍ରୋ ପରିଦର୍ଶନ ପାଇଁ ଜଗ୍ୟ ବିବେଚିତ ହୋଇଛନ୍ତି, କେନ୍ଦୁଝର ଜିଲ୍ଲା, ଯୋଡ଼ା ବ୍ଲକ ଅନ୍ତର୍ଗତ ଲୋଇଡାପ ଦା ଗ୍ରାମ ପଂଚାୟତ ର…