ରାୟଗଡା ଜିଲାରେ ଆଜି GCD ଖେଳପଡିଆ ରେ ତା8/12/2024 ରିଖ ଦିନ ଓଡିଶା ସରକାରଙ୍କ ତୋରଫୋରୁ କୃଷକଏବଂ ଚାଷୀ ମାନଙ୍କ ପାଇଁ ଓଡିଶା ସରକାରଙ୍କ ତୋରଫରୁ ଭିଡ଼ିଓ କନଫରେନ୍ସ ମଧ୍ୟ୍ୟମୋର ଶ୍ରୀଯୁକ୍ତ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାସି ଭାଇମାନଙ୍କୁ କଥାଦେଇ କଥା ରଖିଲେ କାର୍ଯ୍ୟକ୍ରମ ଧାନ ର ପ୍ରଜାୟା କର୍ମ୍ୟ କିଭଳ ଚାଷୀ ଭାଇ ମାନେ ବାନିଫିଟ ପାଈବେ ଟଙ୍କା କେମିତି ସିଧାଷୋଳଖ ନିଜ ଆକାଉଣ୍ଡ ରେ ଅସିବ ସେ ବିଷୟ ରେ ଜଣାଇଥଲେ ମିଲର ମାନେ ଧାନ କିଣିବେ ଏବଂମାଣ୍ଡିଆ କୁଣ୍ଟାଲ ପିଛା 4500 ଟଙ୍କା ହେବ ବୋଲି କହିଥିଲି ଧାନ ଚାସି ଙ୍କ ଅବଗତି ନିମନ୍ତ ଧାନ ର ଇନପୁଟ ସହାୟୁତ ମୂଲ୍ୟ 800ଟଙ୍କା ଦେବେ ବୋଲି କହିଥିଲେ, ଓଡିଶା ସରକାର ଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗପୋକ୍ୟ ରୁ ଘୋଷଣା କରାଯାଇଛି. ଜେ କେବଳ ଉର୍ନତ ମାନର କିସମ (F. A. Q)ଧାନ କୁ ସରକାରୀ ସହାୟକ ଦରରେ କିଣାଯିବ ଏବଂ ଜିଲ୍ଲାପାଳ ମୋହଦୟ ଶ୍ରୀ ପାରୁଲ ପାଟୟାରୀ ଏବଂ ଯୋଗାଣ ଆଧିକାରୀ ଉପସ୍ଥିତ ଥିଲେ. ଏବଂ ସମସ୍ତେ ଚାଷୀ ଭାଇ ମାନଙ୍କ ପାଈଁ ଖାଇବାପାଈଁ ପ୍ରସ୍ତୁତ ହାଇଥଲା ଏବଂ ରାୟଗଡା ଜିଲ୍ଲା ରୁ ପ୍ରତକ ବ୍ଲକ ଏବଂ ପଞ୍ଚାୟତ ରୁ ଆସିଥିଲେ ଚାଷୀ ଭାଇମାନେ. (ରାୟଗଡାରୁ ଦେବୀପ୍ରସାଦ ମହାନ୍ତିଙ୍କ ରିପୋର୍ଟ ଟାଇମସ ଅଫ କଳିଙ୍ଗ )