ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ଵlନ୍ ସମ୍ମିଳନୀ କକ୍ଷଠlରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ଦ୍ଵାରା ଚାଷୀ ମାନଙ୍କ ଠାରୁ ୨୦୨୪-୨୫ ଧାନର କ୍ରୟ ଓ ପ୍ରକ୍ରିୟା ସ୍ୱଚ୍ଛ ଓ ସୁଗମ କରିବା ନିମିତ୍ତ ଆଭାସି ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନଙ୍କଠାରୁ ଧାନ କ୍ରୟ କିପରି କରାଯିବ ସେ ବିଷୟରେ ଗୁରୁତଆରାପ କରିଥିଲେ l ବୈଠକ ରେ ଜିଲ୍ଲାପାଳ କବିଦ୍ର କୁମାର ସାହୁ, ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା,ଜିଲ୍ଲା କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ , ଜିଲ୍ଲା ସମବାୟ ସମିତି ମଣ୍ଡଳ ଅଧିକାରିଣୀ ମୋନିକା ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରେମାନନ୍ଦ ମାଝୀ,ଦେବଗଡ଼।

Leave a Reply

Your email address will not be published. Required fields are marked *