ରାଜ୍ୟ ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ସୁକିନ୍ଦା ବ୍ଲକ ଠାରେ ଲାପଟପ୍ ଓ ଲୋନ ପ୍ରଦାନ କରିଲେ ମିଶନ ଶକ୍ତି ମହିଳା ଙ୍କୁ। ସୂଚନା ମୁତାବକ ସୁକିନ୍ଦା ବ୍ଲକ ଠାରେ ୨୫ ଟି ପଞ୍ଚାୟତ ରେ ସମସ୍ତ SHG ର MBK,CRP, ଙ୍କୁ ଡକା ଯାଇଥିଲା। ସେଠାରେ ସେମାନଙ୍କୁ ରାଜ୍ୟ ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦିପି ବଳ ସାମନ୍ତ ଲାପଟପ୍ ସହିତ ୫୦ ହଜାର ରୁ ୧ ଲକ୍ଷ୍ୟ ପର୍ଯ୍ୟନ୍ତ ରୁଣ ପ୍ରଦାନ କଲେ। ସମବାୟ ମନ୍ତ୍ରୀ କହିଛନ୍ତିି ଯେ କେନ୍ଦ୍ରରେ ଯେତେବେଳେ ବିଜେପି ସରକାର ଥିଲା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀ | ୨୦୦୨ ମସିହାରେ ମିଶନ୍ ଶକ୍ତି ଟିକୁ ଗଢିଥିଲେ ଶଶକ୍ତି କରଣ କରିବାକୁ।ଆଜି ସେହି ମିଶନ୍ ଶକ୍ତି ମହିଳା ମାନେ ଶଶକ୍ତି କରଣ ହୋଇଛନ୍ତି।ଖାଲି ସେତିକି ନୁହେଁ ମହିଳା ମାନଙ୍କୁ ଡବଲ ଇଞ୍ଜିନି ସରକାର ଆଗକୁ ଆହୁରି ଶଶକ୍ତି କରଣ କରିବା ସହିତ ସବୁ ପ୍ରକାର ସୁଭିଧା ସୁଯୋଗ ଯୋଗାଇ ଦିଆଯିବ ମହିଳା ମାନଙ୍କୁ ମହିଳା ମାନଙ୍କ ମୁହଁରେ ହସଫୁଟିବ। ଏବଂ ଡବଲ ଇଞ୍ଜିନି ସରକାର ଯୁବକ ପିଢି ଙ୍କୁ ଯୁବତୀ ଙ୍କୁ ବୃଦ୍ଧ ବୃଦ୍ଧା ଙ୍କୁ ସ୍ୱାସ୍ଥ୍ୟ ସେବା ପାନୀୟ ଜଳ ଗମନାଗମନ ପକାଘର ଶିକ୍ଷା ସବୁ ପ୍ରକାର ସୁଭିଧା ସୁଯୋଗ ଯୋଗାଇ ଦିଆଯିବ। ସୁକିନ୍ଦା କୁ ବିକଶିତ ସୁକିନ୍ଦା ରେ ପରିଣତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମବାୟ ମନ୍ତ୍ରୀ ଙ୍କ ଦ୍ଵାରା ଆଜି ଯାହା ହୋଇଛି ୩୫, ବର୍ଷ ଘଡେ଼ଇ ବାପ ପୁଅ ୨୪ ବର୍ଷ ନବୀନ ସରକାର କରିନଥିଲେ। ଆଜି ବିଜେପି ସରକାର ଡବଲ ଇଞ୍ଜିନି ସରକାର ୬, ମାସରେ କରିକି ସୁକିନ୍ଦା ରେ ଦେଖାଇ ଦେଲେ। ଯେଉଁଥିରେ କି ମହିଳା ମାନେ ବହୁତ୍ ଖୁସି ଗର୍ବିତ ଅନୁଭବ କରୁଛନ୍ତି। ସୁକିନ୍ଦା ବ୍ଲକ୍ ରେ ଅନେକ ଦିନର ସ୍ୱପ୍ନ ପୁରଣ ହୋଇଛି ଅଧୁରା ରହିଥିଲା ସୁକିନ୍ଦା ବ୍ଲକ ଫ୍ରେଡିରେସନ ସଭାପତି ରଶ୍ମିତା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯାହା ଘଡେଇ ବାପ ପୁଅ କରିକି ଦେଖାଇ ନଥିଲେ ଦୀର୍ଘ ଦିନ ହେଲା ଆଜି ସୁକିନ୍ଦା ର ପୁଅ ଜନପ୍ରିୟ ନେତା ଦୁଃଖ ସୁଖର ସାଥୀ ମନ୍ତ୍ରୀ ପ୍ରଦିପି ବଳ ସାମନ୍ତ ତାହା ଆଜି କରିକି ଦେଖାଇ ଦେଲେ ସୁକିନ୍ଦା ବାସୀଙ୍କୁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *