କଟକ ଜିଲ୍ଲା ଚୈଦ୍ଵର କଜଳ କଣା,, ଗ୍ରାମ ଗୋପାଳପୁର ପ୍ଲଟ ନଂ ଏ ୨ ପୋ,,ଚଷାପଡା ଜିଲ୍ଲା,କଟକ ଶିଳ୍ପା ଅଞ୍ଚଳର ଠାରେ ଥିବା ସତ୍ୟମ୍ କାଷ୍ଟିଙ୍ଗି ପ୍ରା ଲିଃ ନାମକ ଏକ କମ୍ପାନୀ ରେ ଭଦ୍ରକ ଜିଲ୍ଲା କୁଢିମାଳ ,ବାଣିତିଆ ଗ୍ରାମର ଜୟନିକ ଯୁବକ ଜନାର୍ଦ୍ଦନ ପଣ୍ଡା ବୟସ ୪୪ ଶ୍ରମିକ ଭାବରେ କାମକରୁଥିବା ସମୟରେ ଗତ ଜୁଲାଇ ମାସରେ ତାଙ୍କର ରାତ୍ରି କାଳିନ ଡ଼ିଉଟି କରୁଥିବା ସମୟରେ ଭେର ୪,୨୦ ମିନିଟ ରେ ଅଚାନକ ଖସିପଡ଼ି ଆହତ ହେବା ଫଳରେ ତାଙ୍କ ଡ଼ାହାଣ ଗୋଡ଼ରେ ଗଭିର ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ଅଶ୍ଵୀନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଡାକ୍ତରଖାନା ରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଡାକ୍ତର କହିଥିଲେ ତାଙ୍କ ଗୋଡଟି ସଂପୂର୍ଣ୍ଣ କଟା ଯିଵ ଏହା ଶୁଣି ପରିବାର ର ସମସ୍ତେ ଭାଂଗି ପଡ଼ିଥିଲେ,, କଥା ଅଛି ଦଇବ ଦଉଡ଼ି ମଣିଷ ଗାଈ,,, ଡାକ୍ତରଖାନା ରେ ଚିକିତ୍ସା ଖର୍ଚ୍ଚ ଜନାର୍ଦ୍ଦନ ଙ୍କ ଥିବା ବିଜୁ ସ୍ଵାସ୍ଥ୍ୟ କାଡ ମଧ୍ୟରେ କରାଯାଇଥିଲା,, କିନ୍ତୁ କମ୍ପାନୀ ତରଫରୁ କେବଳ ଖାଦ୍ୟ ବାବଦରେ କିଛି ପଇସା ମିଳୁଥିବା ର କଥା ଜନାର୍ଦ୍ଦନ ପଣ୍ଡା ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି,,, ଦୀର୍ଘ ୬ ମାସ ହେଲାଣି ପରିବାର ସହ ସମାଜସେବୀ ମାଧବ ପଣ୍ଡା ତାଙ୍କୁ କମ୍ପାନୀ ପାଖକୁ ପ୍ରତି ମାସର ଶେଷ ସପ୍ତାହରେ ଆଲୋଚନା କରାନ୍ତି, କିନ୍ତୁ ବିଭିନ୍ନ ପ୍ରତିଶ୍ରୁତି ଦେଇସାରିଛନ୍ତି କୈାଣସି ଥିରେ ସଫଳ ନହେବାରୁ ଗତକାଲି ୧୭,୧୨,୨୦୨୪,ରିଖ ସକାଳ ସମୟରେ ନିଜ ପରିବାରର ସମସ୍ତଙ୍କୁ ଧରି କମ୍ପାନୀ ଫାଟକ ସାମନାରେ ଧାରଣ ରେ ବସିଥିବା ବେଳେ କୈାଣସି କମ୍ପାନୀ ର ଅଧିକାରୀ ପହଞ୍ଚି ନଥିଲେ,ଏହି ଖବର ଶୁଣି ଚୈଦ୍ଵର ଥାନା ତରଫରୁ ପୋଲିସ ଏସ,ଇ ଭେଇ ଏସ,ଇ ଅଲ୍ ବାବୁ ସଦଳବଳେ ପହଞ୍ଚି କମ୍ପାନୀ ସହ ଆଲୋଚନା କରିଥିଲେ,, ସମାଜସେବୀ ମାଧବ ପଣ୍ଡା ଓ ତାଙ୍କ ସହିତ ଆସିଥିବା ଗ୍ରାମ ର ମୁରଵୀ ବ୍ୟକ୍ତି ଉପସ୍ଥିତ ଥିଲେ,, ଆସନ୍ତା ୨୭ ତାରିଖ ଦିନ କମ୍ପାନୀ ତାର ସଂପୂର୍ଣ୍ଣ ସହାୟତା ଦେବା ଲାଗି ପ୍ରତିଶୃତି ଦେଇଛନ୍ତି,,, ଦେଖିବାକୁ ବାକି ରହିଲା ଜନାର୍ଦ୍ଦନ ଙ୍କ ନ୍ୟାୟ ମିଳୁଛି କେବେ,,,,,