ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କହ୍ନେଇ ଓଗାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଡ଼ତା ଗ୍ରାମରେ ମଦନ ଶିଅଳ ଓ ଶକ୍ତିକାନ୍ତ ବେହେରା ନାମକ ଦୁଇଟି ପରିବାରର ଲୋକେ ଦୀର୍ଘ 30 ବର୍ଷ ରୁ ଉର୍ଦ୍ଧ ଦିନ ଧରି ସରକାରୀ ଜମି ରେ ଜବରଦଖଲ କରି ବସବାସ କରୁଥିଲେ କିନ୍ତୁ ଏବେ କିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ରେ ବାହାନଗା ତହସିଲ କର୍ତ୍ତୃପକ୍ଷ ଓ ଗୋପାଳପୁର ଥାନା କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ କରିଥିଲେ , ତହସିଲଦାର ମହୋଦୟାଙ୍କ କହିବା ଅନୁଯାୟୀ ସେମାନଙ୍କୁ ପୂର୍ବରୁ ନୋଟିସ୍ ପଠାଯାଇଥିବା ବେଳେ ସେମାନେ ଏହାକୁ ଗ୍ରହଣ କରିନଥିଲେ , କିନ୍ତୁ ଏବେ ଏହି ଦୁଇ ପରିବାର ପୂର୍ବରୁ ସୂଚନା ନ ଦିଆଯାଇ ସେମାନଙ୍କ ବାସସ୍ଥାନ ଉଚ୍ଛେଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି

Leave a Reply

Your email address will not be published. Required fields are marked *