ରେଢ଼ାଖୋଲ ବ୍ଳକ ରେ ପଞ୍ଚାୟତ ରେ ଅର୍ଖକୁଦ ଗ୍ରାମ ରେ ଫାଇନାଲ ମ୍ଯାଚ ବିଜେତା କୀଏ..?
ଆଜୀ ‘ତ-21,12 2024 ତା.. ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ ତ୍ରିବଣ ପୁର ପଞ୍ଚାୟତ ର ଅର୍ଖକୁଦ ଗ୍ରାମ ରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଲ ହୋଇଯାଇଅଛି । ସେମିଫାଇନାଲ ମ୍ୟାଚ ଖେଲ ରେ ପ୍ରଥମ ମ୍ୟାଚ ଖଣ୍ଡାମ୍ ଦଲ 8 ଅଭର୍ ରେ 82 ରନ ଶଂଗ୍ରହ କରୀ ବଡକୀରାଶୀରା କୁ ପରାସ୍ତ କରି ଫାଇନାଲ ମ୍ଯାଚ କୁ ଜାଈଥିଲା ।
ପରବର୍ତ୍ତି ସେମିଫାଇନାଲ ରେ ଅଡାଲ୍ କୁ ପୁରୁଣା ଗଡ ପରାସ୍ତ କରୀ ଫାଇନାଲ ମ୍ଯାଚ କୁ ଜାଈଥିଲା ।
ଫାଇନାଲ ମ୍ଯାଚ ରେ ଖଣ୍ଡାମ୍ ଏବଂ ପୁରୁଣା ଗଡ ମଧ୍ଯ ରେ ମୁକାବିଲା ହୋଇଥିଲା । ଏହି ମ୍ୟାଚ ରେ ପୁରୁଣା ଗଡ ଟଚ୍ ଜୀତୀ ଖଣ୍ଡାମ୍ କୁବେଟିଂଗ୍ ପାଈ ଆମନ୍ତରଣ କରିଥିଲା । ଖଣ୍ଡାମ୍ ଦଲ ବେଟିଂଗ୍ କରୀ ନିର୍ଧାରିତ ଦଶ 10 ଅଭର୍ ରେ 142 ରନ ଶଂଗ୍ରହ କରୀଥୀଲା । ପୁରୁଣା ଗଡ ମ୍ୟାଚ କୁ 9 ଅଭର୍ 5 ଟି ବଲ୍ ରେ ବିସ୍ପୋରକ ସହିତ ମୁକାବିଲା କରୀ ‘ ଛକା ଓ ଚଉକାର ମାରୀ ଫାଇନାଲ ମ୍ଯାଚ ଟୀ ଜୀତୀ ନେଇଥିଲା ।
ମ୍ୟାଚ କୁ ଉଦ୍ଘାଟଣୀ ଦିବସ ଦୀନ ଦିନ ତ୍ରିବଣ ପୁର ପଞ୍ଚାୟତ ର ପର୍ବ ତଣ ସରପଞ୍ଚ ତଥା ରେଢ଼ାଖୋଲ ବ୍ଳକ ବିଜେଡ଼ିର ଜୁବ ସଭାପତି ସୂଯ୍ଯକାନ୍ତ ପ୍ରଧାନ ମୁଖ୍ଯ ଅତିଥି ହୋଇଥିଲେ ।
ଫାଇନାଲ ମ୍ୟାଚ ରେ ଆଜୀ ମୁଖ୍ଯ ଅତୀଥୀ ରେଢ଼ାଖୋଲ ଜିଲ୍ଲା ପରୀସଦ୍ ସଭ୍ୟ ସରତ୍ କୁମାର ପ୍ରଧାନ ମୁଖ୍ଯ ଅତୀଥି ହୋଇଥିଲେ । ଆଜୀର ସମୟ ରେ ପିଲାଙ୍କ ଖେଲ ପ୍ରତୀ କେମୀତୀ ଆଗ୍ରହ ହେବ ଏବଂ ଖେଲ ଗ୍ରାମ ରେ ଆଜୀ ଜାଏଁ ଭଲଭାବରେ ଖେଲ ପଡିଆ ହୋଇ ନଥିବାରୁ ନିଜକୁ ଦୁଃଖିତ ମନେ କରୀଥିଲେ। ଏବଂ ଆଗକୁ କେମିତି ଏ ଗ୍ରାମ ରେ ଭଲ ଖେଲ ପଡୀଆ ଟୀଏ ହେବ ସେ ବୀସୟ ରେ ମଧ୍ଯ ବିଚାର୍ କରୀଥିଲେ ।ଭରତପୁର ପଞ୍ଚାୟତ ର ସରପଞ୍ଚ କଂ ତରଫରୁ ସରତ୍ କୁମାର ସାହୁ ଯୋଗଦେଇ ଥିଲେ । ଏବଂ ତ୍ରିବଣ ପୁର ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦ୍ କିଶୋର ମାଝୀ ଜୋଗ ଦେଇଥିଲେ ।
କ୍ରିକେଟ ପଡିଆରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦଲର ପ୍ରଭାତ କୁମାର ପ୍ରଧାନ ଏବଂ ସୁଦାମ ପ୍ରଧାନ ପ୍ରତେକଦୀନ ଖେଲକୁ ସୁଚାରୁ ରୁପେ ତୁଲାଇ ଥିଲେ । ଦଳ ର ସଭାପତି ଲଲିତ କୁମାର ପ୍ରଧାନ ( ପୁର୍ବ ତନ ଅଧିନାୟକ ) ସଭାକୁ ଶଂଗ କରିଥିଲେ ।

Leave a Reply

Your email address will not be published. Required fields are marked *