ବର୍ତମାନ ସରକାର ପୂର୍ବ ଘଟଣାଗୁଡ଼ିକୁ ଦାୟିତ୍ୱ ଦେବାକୁ ଭିତରେ ରଖିବ ନାହିଁ।
ବେଗୁନିଆପଡା, ପୂର୍ବ ଚବିଶି ବର୍ଷ ସରକାରରେ ଯାହା ସବୁ ଘଟିଥିଲା ତାହାକୁ ବର୍ତମାନ ସରକାର ସମୟରେ ଜମା ପ୍ରଶୟ ଦିଆଯିବନି | ସିଧା ସଳଖ ନିର୍ବାଚିତ ପ୍ରତିନିଧିଙ୍କ ଯୋଗାଯୋଗରେ ରୁହନ୍ତୁ, ପ୍ରତ୍ୟେକ କାର୍ଯ୍ୟର ହିସାବ ସାର୍ବଜନୀନ କରିବାକୁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ…