ସୃଷ୍ଟି ହେଲା ଲଘୁଚାପ ; ୨୪ ତାରିଖ ସକାଳେ ଓଡିଶା ଉପକୂଳ ଅତିକ୍ରମ କରିବ ‘ଦାନା’
ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଆସନ୍ତାକାଲି ଅବପାତ,୨୩ରେ ନେଇପାରେ ବାତ୍ୟାର ରୂପ । ୨୪ ସକାଳେ ଓଡିଶା ଉପକୂଳ ଅତିକ୍ରମ କରିବ ବାତ୍ୟା ‘ଦାନା’ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ…