ଅଲେଖ ଅଜାଙ୍କ ନିଆଁରା ବାରମଜା
ଦର୍ଶକବନ୍ଧୁ ଆଜିକାଲି ଫାଷ୍ଟଫୂଡ଼ ଦୋକାନରେ ଗହଳି ଲାଗୁଥିବାର ଆପଣ ଦେଖୁଥିବେ। ଫାଷ୍ଟଫୂଡ଼ ଦୁନିଆଁରେ ଲୋକମାନେ ପୁଷ୍ଟିକର ଖାଦ୍ୟକୁ ଭୁଲିଗଲେଣି। ଭୁଲିଯିବା ବି ସ୍ୱାଭାବିକ କଥା, କାହିଁକି ନା ଏବେକାର ଗୁପଚୁପ, ଦହିବରା, ଚାଓମିନ, ବିରିୟାନି, ପିଜା ଆଉ ବର୍ଗର ଆଗରେ ସବୁକିଛି…