Category: ସାମାଜିକ

କୁକୁଡାଖଣ୍ଡି ବ୍ଳକ ପ୍ରଶାସନ,ମିଲର ଏବଂ ସୋସାଇଟି ର ସମସ୍ତ ସଦସ୍ୟଙ୍କୁ ନେଇ ଧାନମଣ୍ଡି ସଂପର୍କରେ ଆଲୋଚନା।

କୁକୁଡାଖଣ୍ଡି ବ୍ଳକ ପ୍ରଶାସନ,ମିଲର ଏବଂ ସୋସାଇଟି ର ସମସ୍ତ ସଦସ୍ୟଙ୍କୁ ନେଇ ଧାନମଣ୍ଡି ସଂପର୍କରେ ଆଲୋଚନା।

ବରୀ ଅଞ୍ଚଳ ର ବରିଷ୍ଠ ସମାଜସେବୀ ରାଜନେତା ଉପେନ୍ଦ୍ର କୁମାର ଜେନା ଙ୍କ ଚତୁର୍ଥ ଶ୍ରାଦ୍ଧୋତ୍ସବ ପାଳନ

ଯାଜପୁର, ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ହଳଦୀବସନ୍ତ ଶ୍ୟାମାନ୍ତମୁଣ୍ଡ ଗ୍ରାମର ବିଶିଷ୍ଠ ସମାଜସେବୀ ରାଜନୈତିକ ବ୍ୟକ୍ତି ସ୍ଵର୍ଗତ ଉପେନ୍ଦ୍ର କୁମାର ଜେନା ଙ୍କ ଚତୁର୍ଥ ଶ୍ରାଦ୍ଧୋତ୍ସବ ରବିବାର ନିଜ ଗ୍ରାମ ରେ ପାଳନ ହେଇଯାଇଛି। ପ୍ରାରମ୍ଭରେ ରେ ସ୍ଵର୍ଗତ ଜେନା…

କେନାଲ ବନ୍ଧରେ ବେ ଆଇନ ରାସ୍ତା ଓ ପୋଲ କୁ ନେଇ ଆକ୍ସନ ମୁଡ଼ ରେ ଜଳ ସମ୍ପଦ ବିଭାଗ

ବାଲିଅନ୍ତା ପଞ୍ଚାୟତ ଅନ୍ତର୍ଗତ ରେ ବର୍ଷ ବର୍ଷ ଧରି ହୋଇଥିବା ଅଭିଯୋଗ କୁ ଆଧାର କରି ତିରଣପଦା, ଧମିଲୋ, କଞ୍ଚିଲୋ ଗ୍ରାମ ରେ ହୋଇ ଆସୁଥିବା ବେଆଇନ୍ କେନାଲ ବନ୍ଧ ରେ ରାସ୍ତା ଓ ପୋଲ କୁ ଆଜି ଜଳ ସମ୍ପଦ…

ରାଜ୍ୟର ବିଭିନ୍ନ ଜଙ୍ଗଲ ବିଭାଗକୁ ଅଲ୍-ଟେରେନ୍ ମୋଟର ଯାନ (ଏଟିଭି), ଅଗ୍ନି ନିର୍ବାପକ ୟୁନିଟ୍ ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ସହିତ ବିତରଣ l

ଓଡିଶା ରାଜ୍ୟରେ ଥିବା ସମୁଦାୟ ଭୌଗୋଳିକ କ୍ଷେତ୍ରର 8869 ବର୍ଗ କି.ମି. ସଂରକ୍ଷିତ ଜଙ୍ଗଲ ଅଛି, ଯାହାକି 5.69 ପ୍ରତିଶତ ଅଟେ l ଏଥି ମଧ୍ୟରେ 19 ଗୋଟି ଅଭୟାରଣ୍ୟ, 1 ଗୋଟି ଜାତୀୟ ଉଦ୍ୟାନ, 2 ଗୋଟି ବ୍ୟାଘ୍ର ସଂରକ୍ଷଣ…

ବର୍ଷାକୁ ଦେଖି ଚାଷୀ ଛାନିଆ। ପ୍ରଥମେ ନିଅଣ୍ଟିଆ ବର୍ଷା ରେ ଯୁଝି ହୋଇଥିବା ଚାଷୀ ଧାନ ଅମଳ ସମୟରେ ବର୍ଷାକୁ ଦେଖି ଛାନିଆ।

ବର୍ଷାକୁ ଦେଖି ଚାଷୀ ଛାନିଆ। ପ୍ରଥମେ ନିଅଣ୍ଟିଆ ବର୍ଷା ରେ ଯୁଝି ହୋଇଥିବା ଚାଷୀ ଧାନ ଅମଳ ସମୟରେ ବର୍ଷାକୁ ଦେଖି ଛାନିଆ। ତରବରିଆ ଭାବେ ଧାନ କାଟି ଅମଳ କରୁଛନ୍ତି ଚାଷୀ।ଲଘୁଚାପ ପ୍ରଭାବ ରୁ ଝିପିଝିପ ବର୍ଷା ଆରମ୍ଭ ହୋଇଥିବା…

ନୂତନ ରାସନ କାର୍ଡ ବଣ୍ଟନ

ସରକାର ଙ୍କ ନେର୍ଦେଶ କ୍ରମେ ଆଜି ପ୍ରଥମ ପର୍ଯ୍ୟାୟ ରାସନ କାର୍ଡ ବଣ୍ଟନ କରାଯାଇଛି, ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମପଂଚାୟତରେ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଛି ଅଯୋଗ୍ୟ ବ୍ୟକ୍ତି କୁ ବାଦ ଦେଇ ଯୋଗ୍ୟ ବ୍ୟକ୍ତି କୁ ରାସନ କାର୍ଡ…

ଛକୋର ଗଙ୍ଗା ଘାସି ମହାସମାଜ ପକ୍ଷରୁ ୭୫ତମ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳନ

ଅତିଥି , ବିଷ୍ଣୁ ସେନ୍ଦେରିଆ, ସୁଦାମା ସୁନା, ନାରାୟଣ ସିନ୍ଦୂର, ମନୋଜ୍ ସାହୁ, ବୃନ୍ଦାବନ ସୁନା, ମଟାରୁ ସୁନା, ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ସମ୍ବିଧାନର ମୁଖ୍ୟ ପ୍ରତିଷ୍ଠାତା ଡଃ ଭିମରାଓ ରାମଜୀ ଆମ୍ବେଦକର ଙ୍କ ପ୍ରତିମା ରେ ଦୀପ ପ୍ରଜ୍ୱଳନ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜେଜେ ମା ଓ ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନନ୍ତପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଏକ ନିଆରା ପର୍ବ ଜେଜେ ବାପା ଓ ଜେଜେ ମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ…