ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପଦର୍ଶନୀ, ଜିଗିନୀପୁର, ଗବସ୍ତ, କଟକ.
ବହୁ ଆଡମ୍ବରରେ RAMAKRUSHNA IDEL SCHOOL ରେ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଯାଇଛି। କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଜିଗିନୀପୁର ଗ୍ରାମରେ ଥିବା RAMAKRUSHNA IDEL SCHOOL ଅତିଥି ମାନଙ୍କ ଗହଣରେ ଅନୁଷ୍ଟିତ ହୋଇଯାଇଛି ବିଜ୍ଞାନମେଳା। କୁନି କୁନି ପିଲାମାନଙ୍କ…
କନ୍ଦରପୁର ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉଦଯାପିତ
କଟକ ସଦର ଅନ୍ତର୍ଗତ କନ୍ଦରପୁର ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଯାଇଛି ଦୁଇଦ୍ଵିବସିୟ କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିପୁଳ ଉତ୍ସାହ ଉଦ୍ଦୀପନାର ସହିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିପାରିଛନ୍ତି…
ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
ସୋର ଟ୍ରେଜେରୀ କଲୋନୀ ଛକରେ ଥିବା ଏକ ଏଟିଏମ ମେସିନରୁ ଲୁଟ ଉଦ୍ୟମ କରି ଦୁର୍ବୁର୍ତ୍ତ ମାନେ ନିରାଶ ହୋଇ ଫେରି ଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋର ପୌରପାଳିକା କାର୍ଯ୍ୟାଳୟ ଟ୍ରେଜେରୀ କଲୋନୀ ଛକ ନିକଟରେ…
ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ ବଖରା ଘର , ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ
ସୋର ବ୍ଲକ କେଦାରପୁର ପଞ୍ଚାୟତ ପାତ୍ରସାହିରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ଆଜି ସନ୍ଧ୍ୟାରେ ଗ୍ରାମରେ ସନ୍ଧ୍ୟା ଦିଆଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ…
କୁକୁଡାଖଣ୍ଡି ବ୍ଳକ ପ୍ରଶାସନ,ମିଲର ଏବଂ ସୋସାଇଟି ର ସମସ୍ତ ସଦସ୍ୟଙ୍କୁ ନେଇ ଧାନମଣ୍ଡି ସଂପର୍କରେ ଆଲୋଚନା।
କୁକୁଡାଖଣ୍ଡି ବ୍ଳକ ପ୍ରଶାସନ,ମିଲର ଏବଂ ସୋସାଇଟି ର ସମସ୍ତ ସଦସ୍ୟଙ୍କୁ ନେଇ ଧାନମଣ୍ଡି ସଂପର୍କରେ ଆଲୋଚନା।
ବରୀ ଅଞ୍ଚଳ ର ବରିଷ୍ଠ ସମାଜସେବୀ ରାଜନେତା ଉପେନ୍ଦ୍ର କୁମାର ଜେନା ଙ୍କ ଚତୁର୍ଥ ଶ୍ରାଦ୍ଧୋତ୍ସବ ପାଳନ
ଯାଜପୁର, ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ହଳଦୀବସନ୍ତ ଶ୍ୟାମାନ୍ତମୁଣ୍ଡ ଗ୍ରାମର ବିଶିଷ୍ଠ ସମାଜସେବୀ ରାଜନୈତିକ ବ୍ୟକ୍ତି ସ୍ଵର୍ଗତ ଉପେନ୍ଦ୍ର କୁମାର ଜେନା ଙ୍କ ଚତୁର୍ଥ ଶ୍ରାଦ୍ଧୋତ୍ସବ ରବିବାର ନିଜ ଗ୍ରାମ ରେ ପାଳନ ହେଇଯାଇଛି। ପ୍ରାରମ୍ଭରେ ରେ ସ୍ଵର୍ଗତ ଜେନା…
ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ପୁରୁଣାକଟକ ରେ ଥିବା ଅଧିଷ୍ଠିତ ମା ଭୈରବୀ ରବି ନାମରେ ନାମିତ. ଭୈରବୀ ମହୋତ୍ସବ ଚଳିତ ବର୍ଷ ଚର୍ତୁତ ବର୍ଷ ରେ ପଞ୍ଚିବାବେଳେ ଆଜି ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି
ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ପୁରୁଣାକଟକ ରେ ଥିବା ଅଧିଷ୍ଠିତ ମା ଭୈରବୀ ରବି ନାମରେ ନାମିତ. ଭୈରବୀ ମହୋତ୍ସବ ଚଳିତ ବର୍ଷ ଚର୍ତୁତ ବର୍ଷ ରେ ପଞ୍ଚିବାବେଳେ ଆଜି ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି. ଏହି ମହୋତ୍ସବ ଚାରି ତାରିଖରେ…
କେନାଲ ବନ୍ଧରେ ବେ ଆଇନ ରାସ୍ତା ଓ ପୋଲ କୁ ନେଇ ଆକ୍ସନ ମୁଡ଼ ରେ ଜଳ ସମ୍ପଦ ବିଭାଗ
ବାଲିଅନ୍ତା ପଞ୍ଚାୟତ ଅନ୍ତର୍ଗତ ରେ ବର୍ଷ ବର୍ଷ ଧରି ହୋଇଥିବା ଅଭିଯୋଗ କୁ ଆଧାର କରି ତିରଣପଦା, ଧମିଲୋ, କଞ୍ଚିଲୋ ଗ୍ରାମ ରେ ହୋଇ ଆସୁଥିବା ବେଆଇନ୍ କେନାଲ ବନ୍ଧ ରେ ରାସ୍ତା ଓ ପୋଲ କୁ ଆଜି ଜଳ ସମ୍ପଦ…
ରାଜ୍ୟର ବିଭିନ୍ନ ଜଙ୍ଗଲ ବିଭାଗକୁ ଅଲ୍-ଟେରେନ୍ ମୋଟର ଯାନ (ଏଟିଭି), ଅଗ୍ନି ନିର୍ବାପକ ୟୁନିଟ୍ ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ସହିତ ବିତରଣ l
ଓଡିଶା ରାଜ୍ୟରେ ଥିବା ସମୁଦାୟ ଭୌଗୋଳିକ କ୍ଷେତ୍ରର 8869 ବର୍ଗ କି.ମି. ସଂରକ୍ଷିତ ଜଙ୍ଗଲ ଅଛି, ଯାହାକି 5.69 ପ୍ରତିଶତ ଅଟେ l ଏଥି ମଧ୍ୟରେ 19 ଗୋଟି ଅଭୟାରଣ୍ୟ, 1 ଗୋଟି ଜାତୀୟ ଉଦ୍ୟାନ, 2 ଗୋଟି ବ୍ୟାଘ୍ର ସଂରକ୍ଷଣ…