ହଜରତ ମଦାରସାହା ବାବା ଙ୍କ ବାର୍ଷିକ ଉତ୍ସବ ପାଳିତ

କଟକ ସଦର ଅନ୍ତର୍ଗତ କିଶୋରନଗର ଅଧିନସ୍ଥ ଥୋରିଆପଡ଼l ଗ୍ରାମରେ ହଜରତ ମଦାରସାହା ବାବା ଙ୍କ ବାର୍ଷିକ ଉତ୍ସବ ପାଖାପାଖି ୨୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଅଛି। ଓଡ଼ିଶା ଏବଂ ଓଡ଼ିଶା ବାହାରୁ ମୌଲାନl ଓ…

ଶିର୍ଲୋ ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ଭଜନ ସଂଧ୍ୟା

କଟକ ସଦର ଅନ୍ତର୍ଗତ କିଶୋର ନଗର ଅଧିନସ୍ତ ଶୀର୍ଲୋ ଗ୍ରାମରେ ୩୨ତମ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଅଛି।କଟକ ସଦର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ତତ୍ତ୍ଵାବଧାନରେ ପାଖାପାଖି ହଜାର ହଜାର ସଂଖ୍ୟାରେ ଲୋକ…

କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତରେ ଜନତାଙ୍କ ଅଭିଯୋଗ ଶୁଣିଲେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର।

କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତରେ ଜନତାଙ୍କ ଅଭିଯୋଗ ଶୁଣିଲେ ଓ ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଲେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର।

ଗୋପାଳପୁର ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବୋଇତ ବନ୍ଦାଣ ମୋହତ୍ସବ ଅନୁଷ୍ଠିତ ହୋଇଛି।

ଗୋପାଳପୁର ଠାରେ ଗଞ୍ଜାମ ଜିଲ୍ଲା ପ୍ର ଶାସନ ପକ୍ଷରୁ ବୋଇତ ବନ୍ଦାଣ ମୋହତ୍ସବ ଅନୁଷ୍ଠିତ ହୋଇଛି। ବୋଇତ ବନ୍ଦାଣ ମହୋତ୍ସବରେ ପରିବହନ ମନ୍ତ୍ରୀ, ପ୍ରଶାସନିକ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

କନ୍ଦରପୁର୍ ସ୍ଥିତ ସେଣ୍ଟ ଯେଭିୟର୍ ହାଇସ୍କୁଲ ର ଅଲ୍ ଇଣ୍ଡିଆ କରାଟେ ଚମ୍ପିୟାନସିପ୍ ରେ କୃତିତ୍ୱ

ଜବାହରଲାଲ ନେହେରୁ ଇନ୍ ଡୋର ଷ୍ଟାଡିୟମ, କଟକ ଠାରେ, ଅଲ୍ ଇଣ୍ଡିଆ କରାଟେ ଚମ୍ପିୟାନସିପ୍ ୧୧ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଦରପୁର୍ ସ୍ଥିତ ସେଣ୍ଟ ଯେଭିୟର୍ ହାଇସ୍କୁଲ ର ୧୧ଜଣ ଛାତ୍ରଛାତ୍ରୀ ସ୍କୁଲର କରାଟେ ପ୍ରଶିକ୍ଷକ ଶ୍ରୀଯୁକ୍ତ…

ତ ତିନିଦିନ ତଳେ ଜୟପୁର MG ରୋଡ ସାଇଟ୍ ଜଣେ ଆଦିବାସୀ ପରିବା ବିକାଳୀ ମା ପାଖରେ ଥିବା ଦକାନି ମାନେ ପରିବା କୁ ମଜି ରୋଡ ଉପରକୁ ପରିବା ଡାଲା ନେଇ ରଖିଲେ ଆଉ ଗାଳି କରିଥିଲେ।

ଗତ ତିନିଦିନ ତଳେ ଜୟପୁର MG ରୋଡ ସାଇଟ୍ ଜଣେ ଆଦିବାସୀ ପରିବା ବିକାଳୀ ମା ପାଖରେ ଥିବା ଦକାନି ମାନେ ପରିବା କୁ ମଜି ରୋଡ ଉପରକୁ ପରିବା ଡାଲା ନେଇ ରଖିଲେ ଆଉ ଗାଳି କରିଥିଲେ। ସେହିତିପାଇ ଆଜି…

ରାୟଗଡ଼ରେ ବୁଲୁଛି ବିରାଟ କାୟ ଅହିରାଜ, ଲୋକେ ଭୟଭୀତ |

ଗାଁ ରେ ବୁଲୁଛି ଅହିରାଜ। ଭୟରେ ଲୋକେ ନିକଟରେ ଥିବା ପୋଖରୀ କୁ ଶୌଚ ପାଇଁ ଯାଉଛନ୍ତି ନା ପିଲା ମାନେ ଖେଳି ପାରୁଛନ୍ତି। ସେହି ଅଞ୍ଚଳ ପାଖକୁ ଯିବାକୁ ଭୟ କରୁଛନ୍ତି l ଗତ ଦୁଇ ଦିନ ହେବ ଏଭଳି…

ବlରଦା ନାନକାର ଗଡl ରୁ ଅଜଗର ଉଦ୍ଧାର

କଟକ ସଦର ଅନ୍ତର୍ଗତ କିଶୋରନଗର ତହସିଲ ଅଧିନସ୍ଥ ବାରଦା ଗ୍ରାମପଞ୍ଚାୟତ ନାନକାର ଗଡାରୁ ଏକ ଅଜଗର ଉଦ୍ଧାର ହୋଇଛି।ପ୍ରାୟ ୧୫ ଫୁଟ୍ ଲମ୍ବ ଅଜଗର ସାପଟି ନାନକାର ଗଡା ନିକଟରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀ ମାନଙ୍କୁ…

ଅଷ୍ଟ୍ରେଲିଆ ଟେଷ୍ଟ ପୂର୍ବରୁ ଶୁକ୍ରବାର ଦିନ WACA ରେ ଆନ୍ତ-ସ୍କ୍ୱାର୍ଡ ୱାର୍ମ ଅପ୍ ମ୍ୟାଚ୍ ଖେଳିବାକୁ ଭାରତ ବିସିସିଆଇ ଜନସାଧାରଣଙ୍କ ଦର୍ଶନକୁ ଅସ୍ୱୀକାର କରିଛି |

ବଡ଼ର -ଗାଭାସ୍କର ଟ୍ରଫିର ସିରିଜ୍ ଓପନର ଅଗ୍ରଣୀ ହେବା ପରେ ଭାରତୀୟ ଖେଳାଳିମାନେ ପରସ୍ପର ବିପକ୍ଷରେ ଖେଳିପାରନ୍ତି।ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ଭାରତୀୟ ଦଳ ଶୁକ୍ରବାର ଦିନ ପର୍ଥର WACA ରେ ଏକ ୱାର୍ମ ଅପ୍ ଖେଳ ଖେଳିବାକୁ ଯାଉଛନ୍ତି ବୋଲି କୁହାଯାଇଛି,…