ଭରତପୁର ଥାନା ଘଟଣା ରହସ୍ୟରୁ କେବେ ହଟିବ ପରଦା? କେବେ ଶେଷ ହେବ କ୍ରାଇମବ୍ରାଞ୍ଚ ତଦନ୍ତ?
ଭରତପୁର ଥାନା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦିଆଯାଇଥିବା ବେଳେ ଜଷ୍ଟିଷ ଚିତ୍ତରଞ୍ଜନ ଦାଶଙ୍କ ଅଧକ୍ଷତାରେ ଆଜି ତଦନ୍ତ କମିଶନର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି କନକ ବ୍ୟୁରୋ: ଭରତପୁର ଥାନା ଘଟଣାରେ ରାଜ୍ୟ…
ସଲମାନଙ୍କୁ କାହିଁକି ମାରିବାକୁ ଚାହାଁନ୍ତି ବିଷ୍ଣୋଇ ଗ୍ୟାଙ୍ଗ୍ ? ବିଷ୍ଣୋଇଙ୍କ ପାଇଁ କୃଷ୍ଣସାର ମୃଗ ଏତେ ଖାସ୍ କାହିଁକି ?
ସେପ୍ଟେମ୍ବର ମାସରେ ଯୋଧପୁରରେ ଫିଲ୍ମର ସୁଟିଂ ସମୟରେ କୋଙ୍କାଣୀ ଗାଁ ସୀମାରେ ବନ୍ଧୁକ ଫୁଟିବାର ଶବ୍ଦ ଶୁଭିଥିଲା । ଭୟରେ ଗାଁଲୋକ ଉଠି ବାଡ଼ି ଧରି ଉକ୍ତ ସ୍ଥାନକୁ ଦୌଡ଼ିଲେ । ବଲିଉଡ୍ ସିନେମା ‘ହମ୍ ସାଥ୍ ସାଥ୍ ହେଁ’ର ସୁଟିଂ…
ଏମଭିଏ ମଧ୍ୟରେ ଭାଗବଣ୍ଟା ଚୂଡ଼ାନ୍ତ । ୨୬୦ ଆସନରେ ସହମତି ପ୍ରକାଶ । ୨୮ ଆସନକୁ ନେଇ କେଁ
୨୬୦ ଆସନ ପାଇଁ ମହାବିକାଶ ଅଘାଡି ମେଣ୍ଟ ମଧ୍ୟରେ ଆପାତତଃ ବୁଝାମଣା ହୋଇଥିଲେ ବି, ବାକି ୨୮ଟି ଆସନ ପାଇଁ କେଁ ଦେଖାଦେଇଛି । କନକ ବ୍ୟୁରୋ: ଗୋଟିଏ ପଟେ ନିର୍ବାଚନ ପାଇଁ ଦିନ ପାଖେଇ ଆସିଲାଣି ସେପଟେ କିନ୍ତୁ ଛିଣ୍ଡିପାରୁନି…
ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ର: ପୂର୍ବତନ ଭାରତୀୟ ଅଧିକାରୀଙ୍କ ବିରୋଧରେ ନୂଆ ମାମଲା ରୁଜୁ କଲା ଆମେରିକା
ଖଲିସ୍ତାନୀ ସମର୍ଥକ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ମାମଲା । ଆଲୋଚନା ପାଇଁ ଭାରତୀୟ ତଦନ୍ତ କମିଟିର ସଦସ୍ୟମାନେ ୱାଶିଂଟନ୍ ଗସ୍ତ କରିବାର କିଛି ଦିନ ପରେ ଆମେରିକା ଜଣେ ପୂର୍ବତନ ଭାରତୀୟ ଗୁଇନ୍ଦା ଅଧିକାରୀଙ୍କ…
ଭାରତ ବନାମ ନ୍ୟୁଜିଲାଣ୍ଡ: ରୋମାଞ୍ଚକର ସ୍ଥିତିରେ ପ୍ରଥମ ଟେଷ୍ଟ । ୩ ୱିକେଟରେ ୨୩୧ ରନ କରିଛି ଭାରତ
ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୨୫ ରନ ଓ ଗୋଟିଏ ଇନିଂସ ପଛରେ ଟିମ ଇଣ୍ଡିଆ । ୩ ୱିକେଟରେ ୨୩୧ ରନ କରିଛି ଭାରତ । ୭୦ ରନ ସହ ବ୍ୟାଟିଂ କରୁଛନ୍ତି ସରଫରାଜ ଖାନ୍ । କନକ…
ଧମକ ସତ୍ତ୍ୱେ ବିଗ୍ ବସ୍ ସୁଟିଂ କରିବେ ଦବଙ୍ଗ୍ ଖାନ୍ । ହାଇ ଆର୍ଲଟରେ ରହିବେ ୬୦ ଗାର୍ଡ
ଜୀବନ ପ୍ରତି ରହିଛି ଘୋର ବିପଦ । ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ ଚାଲିଛି ଲରେନ୍ସ ଗ୍ୟାଙ୍ଗ । ଏବେ ପୁଣି ସଲମାନଙ୍କୁ ହତ୍ୟା କରିବାକୁ ମିଳିଛି ଧମକ । ସୁଟିଂ ସମୟରେ ୬୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ହାଇ…
ଭୁବନେଶ୍ୱରକୁ ମିଳିବନି ପାଣି! ବନ୍ଦ ରହିବ ମୁଣ୍ଡଳିରୁ ଜଳଯୋଗାଣ
ରାଜଧାନୀର କିଛି ଅଞ୍ଚଳରେ ଦେଖାଦେଇପାରେ ଜଳ ସଙ୍କଟ । ୧୮ ତାରିଖ ଅପରାହ୍ନ ୨ଟାରୁ ୧୯ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜଳସଙ୍କଟର ସାମ୍ନା କରିପାରନ୍ତି ରାଜଧାନୀର କିଛି ଅଞ୍ଚଳର ବାସିନ୍ଦା । ମୁଖ୍ୟ ଜଳଯୋଗାଣ ପାଇପ ମରାମତି ପାଇଁ ମୁଣ୍ଡଳିରୁ…
ଧର୍ମେନ୍ଦ୍ର କହିଲେ ବିଜେଡି ପରାଜୟର ତିନି କାରଣ । ଏହି ସବୁ କାରଣ ପାଇଁ କ୍ଷମତାରୁ ଗଲା ବିଜୁ ଜନତା ଦଳ…
ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକି ସରକାର ଗଢିଛି ବିଜେପି। କିନ୍ତୁ ଏହି ବିଜୟ ପଛରେ ଯେଉଁ ଗୁପ୍ତ ରଣନୀତି ରହିଥିଲା ତାହାର ଖୁଲାସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକି…