ରାଜ୍ୟ ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ସୁକିନ୍ଦା ବ୍ଲକ ଠାରେ ଲାପଟପ୍ ଓ ଲୋନ ପ୍ରଦାନ କଲେ ମିଶନ ଶକ୍ତି ମହିଳା ଙ୍କୁ।

ରାଜ୍ୟ ସମବାୟ ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ସୁକିନ୍ଦା ବ୍ଲକ ଠାରେ ଲାପଟପ୍ ଓ ଲୋନ ପ୍ରଦାନ କରିଲେ ମିଶନ ଶକ୍ତି ମହିଳା ଙ୍କୁ। ସୂଚନା ମୁତାବକ ସୁକିନ୍ଦା ବ୍ଲକ ଠାରେ ୨୫ ଟି ପଞ୍ଚାୟତ ରେ ସମସ୍ତ SHG…

ଗଞ୍ଜାମ କୁକୁଡାଖଣ୍ଡିରେ ଧାନ ସଂଗ୍ରହ ବୈଠକରେ ଯୋଗ ଦେଲେ ବିଧାୟକ ଓ ପ୍ରଶାସନ।

ଗଞ୍ଜାମ -କୁକୁଡାଖଣ୍ଡି ବ୍ଳକ ତରଫରୁ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଯୋଗ ଦେଲେ ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ଓ ବ୍ଳକ ପ୍ରଶାସନ ।

ଦୁଇ ଠକାମୀ ଅଭିଯୁକ୍ତଙ୍କୁ ଗିରଫ କଲା କିଶନନଗର ପୋଲିସ

କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ ସିର୍ଲୋ ଠାରେ ଏକ କିସାନ କ୍ରେଡିଟ କୋଅପରେଟିଭ୍ ସୋସାଇଟି ଖୋଲି ଜମାକାରୀଙ୍କୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଦୁଇ ବର୍ଷ ତଳେ ଥାନାରେ…

ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ,ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ୩ଦିନିଆ ଗସ୍ତରେ ସ୍ବତନ୍ତ୍ର ବିମାନ ଯୋଗେ କେନ୍ଦୁଝର ଅଭିମୁଖେ ଯାତ୍ରାକରି ନିର୍ଦ୍ଧାରିତ ୧୦ ଟା ରେ ପହଞ୍ଚିବା ପରିବର୍ତ୍ତେ ବିଳମ୍ବ ତଥା ପ୍ରାୟ ୧୧.୫୦ ରେ ରାଇସୁଆଁ ଏୟାରଷ୍ଟ୍ରିପ ରେ ପହଞ୍ଚି ଥିଲେ ରେ…

କଳାହାଣ୍ଡି ଆମୂଲ୍ ରାମପୁରରେ ମୋଇତ୍ରି କମ୍ପାନୀ ବିରୋଧରେ ଲୋକମାନଙ୍କ ପଦଯାତ୍ରା ପ୍ରତିବାଦ।

କଳାହାଣ୍ଡି ଆମୂଲ୍ ରାମପୁରରେ ମୋଇତ୍ରି କମ୍ପାନୀ ବିରୋଧରେ ଲୋକମାନଙ୍କ ପଦଯାତ୍ରା ପ୍ରତିବାଦ। କଳାହାଣ୍ଡି ଆମୂଲ୍ ରାମପୁରରେ ମୋଇତ୍ରି କମ୍ପାନୀ ବିରୋଧରେ ଲୋକମାନଙ୍କ ପଦଯାତ୍ରା ପ୍ରତିବାଦ।

ମାଓ କେମ୍ପ ରୁ ବିସ୍ଫୋରକ ଜବତ କଲା ପୋଲିସ

ମାଓ କାର୍ଯ୍ୟକଳାପ ଦମନ କରିବାକୁ ଓଡ଼ିଶା ପୁଲିସ ତରଫରୁ ସବୁ ସମୟରେ ବିଭିନ୍ନ କାର୍ଯ୍ୟପନ୍ଥା ଅବଲମ୍ବନ କରାଯାଉଛି । ପୁଲିସ ତରଫରୁ ସର୍ଚ୍ଚ ଅପୋରେସନ କରାଯାଉଛି। ଗତକାଲି ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ଗ୍ରାମ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଠାବ…

କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ୬୨ ତମ ସାଧାରଣ ବାର୍ଷିକ ସଭା

ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଜି ମଧ୍ୟାହ୍ନ ୧୨ ଟା ସମୟରେ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ୬୨ ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ସଭାପତି…

ଖୋଲିବ ବଡ଼ମ୍ବା ଚିନିକଳ ଆଜିଠୁ ଆରମ୍ଭ ହେଉଛି ମାପଚୁପ

ବିଜେଡି ଅମଳରୁ ବନ୍ଦ ଥିବା ଚିନିକଳ ବିଜେପି ସରକାର ଆସିବା ପରେ ଖୋଲିବା ନେଇ ଯୋଜନା ଚାଲିଛି ବିଗତ 24ବର୍ଷ ହେଲା ବଡ଼ମ୍ବା ଚିନିକଳ ଥିଲା ବଡ଼ମ୍ବା ବିଧାୟକ ଶ୍ରୀ ଜୁକ୍ତ ବିଜୟକୁମାର ଦଳ ବେହେରା ଏହି ଚିନିକଳ କୁ ଚାଲାଇବା…

ମା ତାରାଦେବୀ, ସିକୋରେ ପରୀକ୍ଷିତ ଦେବୀ, ଯେଉଁଠାରେ ଶାନ୍ତି, ଭକ୍ତି, ଆଉ ସଫଳତା।

ବହୁ ପୁରାତନ ମା ତାର ଦେବି ଙ୍କ କୀର୍ତି ସିକୋ | ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମ ପଞ୍ଚlୟତ ରେ ଥିବା ମା ତାରା ଦେବି ବହୁତ ପରୀକ୍ଷିତ ଚlରିପାଖରୁ ବହୁତ ଲୋକ ଆସି ବିବାହ, ନିର୍ବନ୍ଧ, ଗାଡି ପୂଜା…