ବିଜୁ ପଟ୍ଟନାୟକ ଭବନରେ ଚତୁର୍ଥ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଚତୁର୍ଥ ସର୍ବ ଭାରତୀୟ ବହୁଭାଷୀ ଲଘୁନାଟକ, ଲୋକନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଗତିଶିଳ ନାଟ୍ୟ ସଂସ୍ଥା ତରଫରୁ ଆୟୋଜନ କରାଯାଇଛି।

୨୦୨୪-୨୫ ପାଇଁ ଧାନ କ୍ରୟ ଉପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭlସି ମାଧ୍ୟମରେ ସମୀକ୍ଷା ବୈଠକ।

ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ଵlନ୍ ସମ୍ମିଳନୀ କକ୍ଷଠlରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ଦ୍ଵାରା ଚାଷୀ ମାନଙ୍କ ଠାରୁ ୨୦୨୪-୨୫ ଧାନର କ୍ରୟ ଓ ପ୍ରକ୍ରିୟା ସ୍ୱଚ୍ଛ ଓ ସୁଗମ କରିବା ନିମିତ୍ତ ଆଭାସି ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ…

ଆଖଣ୍ଡଳମଣିଙ୍କ ମନ୍ଦିରରେ ସପ୍ତଦିନ ବ୍ଯାପି ଗୀତାଯଜ୍ଞ ଅନୁଷ୍ଠିତ

ଆରଡି, ଆରଡିପୀଠର ଅଧିଶ୍ବର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୋମବାର ଠାରୁ ସପ୍ତଦିନ ବ୍ଯାପି ଗୀତାଯଜ୍ଞ ଆରମ୍ଭ ହୋଇଛି। ଏହି ଅବସରରେ ମଣିବାବାଙ୍କ ମନ୍ଦିରର ଦୈନନ୍ଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ଭୋର ୪\୩୦ରେ ମନ୍ଦିର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜନ୍ମମାଟିରେ କାନ୍ତକବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା ଏକାଧାରରେ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ଓ ବ୍ୟଙ୍ଗକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ଜୀବନବାଦୀ ଲେଖକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ l ସେ ଥିଲେ ଆଶାବାଦର ପ୍ରଥମ ଭାଷ୍ୟକାର ଓ ଦେଶପ୍ରେମର ମହାନ…

ଦୁଇ ବଖରା ଘର ଓ ଗୁହାଳ ଜଳି ପାଉଁଶ

କଟକ ସଦର ଅନ୍ତର୍ଗତ କିଶୋରନଗର ତହସିଲ ଅଧିନସ୍ଥ ପ୍ରହରାଜପୁର ପଞ୍ଚାୟତ ରେ ମଙ୍ଗଳବାର ଅପରାହ୍ନ ସମୟରେ କେଶପୁର ଗ୍ରାମର ଜହର ଅଲ୍ଲୀଙ୍କ ଦୁଇ ବଖରା ଚାଳ ଛପର ଘର ସହିତ ଗୁହାଳ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନୀ କାଣ୍ଡରେ ଘରେ ଥିବା…

ନୂଆପଡା ଜିଲ୍ଲା ,ସିନାପାଲିର ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ରେ ସୁଚାରୁ ରୁପରେ ସଂପନ୍ନ ହୋଇଛି

ମାଁ ବେଳାରାଣୀ ଗ୍ରାମ ପଞ୍ଚାୟତ ସ୍ତରିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 2024 । ତା: 03-12- 2024 ଦିନ ମାଁ ବେଳାରାଣୀ ଙ୍କ ପୂଜକ ଗିରିଶ ମାଝି ଙ୍କ କର କମଳରେ.ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଥିଲା ଏବଂ ତା:11-12-2024 ଦିନ ସମାପନ…

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଫ୍ ଡୁ ପ୍ଲେସିସ୍ଙ୍କ ବଦଳରେ ଫିଲ୍ ଲୁଣ ଚୟନ କରିବାକୁ ସେମାନଙ୍କର ନିଷ୍ପତ୍ତି ବ୍ୟାଖ୍ୟା କରିଛନ୍ତି

ରୟାଲ ଚ୍ୟାଲେଂଚର୍ସ ବାଙ୍ଗଲୋର ଫାଫ୍ ଡୁ ପ୍ଲେସିସ୍ଙ୍କୁ ମୁକ୍ତ କରିବା ପାଇଁ ସେମାନଙ୍କର ଯଥାର୍ଥତା ପ୍ରକାଶ କରିଥିଲେ। ସ୍ପିନ୍ ବିପକ୍ଷରେ ଉଚ୍ଚ ଷ୍ଟ୍ରାଇକ୍ ହାର ଥିବା ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ଉପରେ ଦୀନେଶ କାର୍ତ୍ତିକ ଗୁରୁତ୍ୱାରୋପ କରିଥିଲେ। ଗତ ମାସରେ ୟେଦାଦାରେ ଅନୁଷ୍ଠିତ…

ସେଣ୍ଟ-ଅଫ୍ ଧାଡିରେ ଆଇସିସିର ପେନାଲ୍ଟି ଉପରେ ମହମ୍ମଦ ସିରାଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ଯାଉଛି …

ଆଡିଲେଡ୍ ଟେଷ୍ଟ ସମୟରେ ଟ୍ରାଭିସ୍ ହେଡକୁ ପଠାଇବା ପାଇଁ ଆଇସିସି ଦ୍ୱାରା ଜୋରିମାନା ହୋଇଥିବା ମହମ୍ମଦ ସିରାଜଙ୍କୁ ପଚରାଯାଇଥିବା ବେଳେ ଏକ ସଂକ୍ଷିପ୍ତ ‘ଏହା ସବୁ ଭଲ’ ବୋଲି ଜବାବ ଦେଇଥିଲେ। ତା’ପରେ ସେ ନିଜକୁ ବାହାନା କରି ଜିମ୍ ଆଡକୁ…