Tag: kalingaportheritage

ଚାନ୍ଦବାଲି କଳିଙ୍ଗ ପ୍ରବେଶ ପଥ ଏବେ ବିପର୍ଯ୍ୟସ୍ତ, ବିଗତ ଗୌରବ ଫେରିବ କେବେ?

କଳିଙ୍ଗ ଉତ୍କଳ ନୌବାଣିଜ୍ୟ ପରମ୍ପରାର ସୁବର୍ଣ୍ଣ ସ୍ମାରକୀ ବହନ କରିଥିବା ଐତିହାସିକ କଳିଙ୍ଗ ପ୍ରବେଶ ପଥ ଚାନ୍ଦବାଲି ଏବେ ବିପର୍ଯ୍ୟସ୍ତ , ବିଶ୍ଵ ବିସ୍ମୟ ଭିତର କନିକା ପ୍ରବେଶ ଦ୍ଵାର ଓ ଓଡ଼ିଶାର ଏକ ମାତ୍ର ନଦୀ ବନ୍ଦର ଚାନ୍ଦବାଲି ଆଜି…