ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରେ ଜିଲ୍ଲାର ଶ୍ରମିକ ଓ ଗରିବ ଲୋକଙ୍କ ନୀତ୍ୟ ବ୍ୟବହାରିକ ସାମଗ୍ରୀ ଘରେ ଘରେ ସୁଲଭ ମୂଲ୍ୟରେ ଯୋଗାଇ ଦେବା,,, ସାମାଜିକ ସିରକ୍ଷା,, ଭବିଷ୍ୟନିଧି ଦେବା ଉଦେଶ୍ୟରେ କାର୍ଯ୍ୟ କରିଆସୁଛି,,, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଆଉ ଲୋକାଭିମୁଖ୍ୟ କରିବା ନେଇ ଆଜି ଜିଲ୍ଲାସ୍ଥରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,,, ଏଠାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ ସମିତିର ମୁଖ୍ୟ ସମ୍ପାଦକ ଶ୍ୟାମ ଲାଲ ପ୍ରଧାନ,, ସମ୍ପାଦିକା ସୁନିତା ବାଗ,, ସଂମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ସ୍ୱରୂପ ରାଉତ,,ସରଦେନ୍ଦୁ ସାମନ୍ତ ରାଏ,, ଆଶିଷ କୁମାର ରାଉତ ରାଏ,, ଶାନ୍ତନୁ ବେହେରା,, ତୃପ୍ତିବାଳା ସାହୁ,, କାଁହୁ ଚରଣ ଡିଗାଲ,, ରୁଷି କେଶ ମିଶ୍ର,, ଶ୍ରମିକ ନେତା ଘନ ଶବର,, ଖଜୁରୀପଡା ଅଧ୍ୟାକ୍ଷା ଅନିମା କହଁର,,ସାଂସଦ ପ୍ରତିନିଧି ଅଜୟନ୍ତୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ,,,, ଉପସ୍ଥାପକ ଭାବେ କାଁହୁ ଡିଗାଲ,, ପିଣ୍ଟୁ ମଲ୍ଲିକ ତୁଲାଇଥିଲେ ! ଏହା ସହ ରକ୍ତ ଦାନ ଶିବିର କରାଯାଇଥିଲା ,, 40 ୟୁନିଟି ରକ୍ତ ସଂଗୃହିତ ହୋଇଥିଲା

Leave a Reply

Your email address will not be published. Required fields are marked *