Thu. Nov 14th, 2024

କଟକ ସଦର ଅନ୍ତର୍ଗତ କିଶୋରନଗର ନିକଟସ୍ଥ କଲରାବlଙ୍କ,ଯାହାକି ଏସିଆ ମହାଦେଶର ପ୍ରଥମ ସ୍ମାର୍ଟ ଭିଲେଜ୍ ଭାବେ ପରିଗଣିତ,ଏଠାରେ ପ୍ରତବର୍ଷ ଭଳି ଏବର୍ଷ ମଧ୍ୟ କାଳୀପୂଜା ମହାସମାରୋହରେ ପାଳନ କରାଯାଉଛି।ପ୍ରାୟ ୧୦୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଏହି ପର୍ବଟି କୁ ପାଳନ କରାଯାଉଛି।ସ୍ଥାନୀୟ ଏବଂ ଆଖପାଖ ଗାଆଁ ରୁ ଲୋକମାନେ ଆସିକରି ମା’ ଙ୍କ ଆଶୀର୍ବାଦ ପାଇଥାନ୍ତି।ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଉଛି,ଯାହାକି ଲୋକମାନଙ୍କ ମନକୁ ମୁଗ୍ଧ କରିବlସହିତ ସ୍ଥାନୀୟ ଲୋକମାନଙ୍କ ଓ ପ୍ରଶାସନ ଙ୍କ ସହଯୋଗ କ୍ରମେ ଉକ୍ତ ପର୍ବଟି ସୂଚାରୁରୁପେ ସମ୍ପନ୍ନ ହେବା କୁ ଯାଉଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

Leave a Reply

Your email address will not be published. Required fields are marked *