ବିଜେଡି ଅମଳରୁ ବନ୍ଦ ଥିବା ଚିନିକଳ ବିଜେପି ସରକାର ଆସିବା ପରେ ଖୋଲିବା ନେଇ ଯୋଜନା ଚାଲିଛି ବିଗତ 24ବର୍ଷ ହେଲା ବଡ଼ମ୍ବା ଚିନିକଳ ଥିଲା ବଡ଼ମ୍ବା ବିଧାୟକ ଶ୍ରୀ ଜୁକ୍ତ ବିଜୟକୁମାର ଦଳ ବେହେରା ଏହି ଚିନିକଳ କୁ ଚାଲାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ତେଣୁ ବିଧାୟକ ଆଜି ଏକ ସାମ୍ବାଦିକ ସମିଳନୀ ବଡ଼ମ୍ବା ସୁନାପାଳ ନିକଟସ୍ତ ଚିନିକଳ ସମ୍ମୁଖରେ କରିଛନ୍ତି ପ୍ରାଥମିକ ପର୍ଯାୟ ରେ 123ଏକର ଜମି ମାପଚୁପ ଆରମ୍ଭ ହୋଇଛି ରାଜ୍ୟ ସରକାର ଙ୍କର ନିର୍ଦେଶ ରେ ବଡ଼ମ୍ବା ତହସିଲଦାର ଅତିରିକ୍ତ ତହସିଲଦାର ଙ୍କ ସମେତ 5 ଜଣ ଆରାଇ ଚେନ ଧରିବା ପାଇଁ 3ଜଣ ନିଯୁକ୍ତ ହୋଇଛନ୍ତି ଆଜିଠୁ 21 ତାରିଖ ପର୍ଯ୍ୟନ୍ତ ଚାଲିବ ମାପଚୁପ ବୋଲି ତହସିଲଦାର | ଶାସ୍ଵତ ଦାସ ସୂଚନା ଦେଇଛନ୍ତି ଏହି ଖବର ଶୁଣିବା ପରେ ଆଖୁଚାଆସି ଖୁସି ବ୍ୟତ୍ବ କରିଛନ୍ତି