ଆଜି କାର୍ତିକ ମାସର ପ୍ରଥମ ସୋମବାର ହବିଶାଳୀ ମାନଙ୍କର ସବୁ ଶୈବ ପୀଠରେ ଭିଡ ଲାଗିଛି ଆମେ ଆସି ପହଂଚି ଛୁ ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପ୍ରସିଦ୍ଧ ଶୈବ ପୀଠ ବୁରୁବୁଢା ଠାରେ, ଏହି ପୀଠର ନିୟମ ହେଉଛି ଯେଉଁ ଭକ୍ତ କିମ୍ବା ହଭିଶାଳୀ ଆସନ୍ତି ତାଙ୍କ ପାଇଁ କମିଟି ତରଫରୁ ସତନ୍ତ୍ର ବ୍ୟବସ୍ଥା ଥାଏ. ଏଠାକୁ ପ୍ରତେକ ଭକ୍ତ ଆସିଲେ ଖାଲି ହାତରେ ଫେରି ଯାଆନ୍ତି ନାହିଁ ଭଗବାନ ଙ୍କର ପ୍ରସାଦ ସେବନ କରି ଯାଆନ୍ତି. ଏହା ମନ୍ଦିର କମିଟି ତରଫରୁ ବ୍ୟବସ୍ଥା କରାଯାଏ , ଭକ୍ତ କହିବା ଅନୁଯାଇ ପ୍ରଶାସନ ତରଫରୁ ଭୋଗ ମଣ୍ଡପ ଟିଏ ହେଲେ ଭଲ ହୁଅନ୍ତା ଓ ମନ୍ଦିର site ରେ ଥିବା ମିନି ପାର୍କ ଙ୍କୁ ଠିକ ଭାବରେ ରକ୍ଷଣ ବେକ୍ଷଣ କରାଯିବାପାଇଁ କମିଟି ତରଫରୁ ପ୍ରଶାସନକୁ ଅନୁରୋଧ କରିଛନ୍ତି |
Breaking