ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡା ଆସି ସ୍ୱାମୀତ୍ୱ ଯୋଜନା ର ସୁଭ ଆରମ୍ଭ କରି ଛନ୍ତି। ୟାହିଁ ଯୋଜନା ରେ ଭାରତ ରେ ପଚାଶ ହଜାର ଗ୍ରାମ ରୁ ପାଞ୍ଚ ସଠି ହିତା ଧି କାରୀ ଙ୍କୁ ୟେ ହିତା ଧି କାରୀ ୟେ କାର୍ଡ ପାଇବେ । ରାୟଗଡା ଜିଲ୍ଲା ରୁ ରାୟଗଡା ତହସିଲ ଅଧୀନ ରେ ଥିବା ଦୁଇଶହ ଜଣ କଳନାର ତହସିଲ ରୁ ତିରିଶ ଜଣା ମିଶି ସର୍ବ ମୋଟ ଦୁଇଶହ ବାୟାଲିସି ଯୋଗ୍ୟ ବିବେଚିତ ହୋଇ ଛନ୍ତି। ଦେସ ର ଦଶ ଗୋଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ର ପଚାଷ ହଜାର ଗ୍ରାମ ରୁ ଆଉର୍ଧ୍ଵ ରାଜ ସ୍ୱ ଗ୍ରାମ ରେ ପାଞ୍ଚ ଷାଠି ଲକ୍ଷ୍ୟ
ହିତା ଧି କାରୀ ୟେ ସମ୍ପତି କାର୍ଡ ବଣ୍ଟନ କରା ଯିବା ପାଇ ସ୍ୱାମୀତ୍ୱ କାର୍ଡ ହାତ କୁ ନିଆ ଯାଇଛି। ଓଡିଶା ରେ ଦୁଇ ହଜାର ୟାକୋଇସ ମସିଆ ଫେବୃଆରୀ ପାଞ୍ଚ ତାରିଖ ରେ ୟେ ଯୋଜନା କାଯ୍ୟନୁଷ୍ଠାନ ପାଇ ଭରାତୟ ସର୍ବଶନ ବିଭାଗ ଚୁକ୍ତି ସାକ୍ଷର କରି ଥିଲା। ୟେ ସ୍ୱାମୀତ୍ୱ ଯୋଜନା ରେ ପାଞ୍ଚୋଟି ଜିଲ୍ଲା ରାୟଗଡା ଝାରସୁଗୁଡା ଗଜପତି ଢେଙ୍କାନାଳ ନବରଙ୍ଗପୁର ର ମୋଟ ତିନି ହଜାର ଅନାଚାଲିଶା ଗୋଟି ଗ୍ରାମ ରେ ସର୍ଭେ ଚାଲୁ ଅଛି ।ଏବଂ ଦୁଇହଜାର ସାତ ସହ ୟାକିଇସି ଗ୍ରାମ ରେ ସର୍ବକ୍ଷଣ କାର୍ଯ୍ୟ ସମ୍ପୂର୍ଣ ହୋଇଚି।
ଭାରତୀୟ ସର୍ଭେକ୍ଷଣ ବିଭାଗ ଉପୋରକ୍ତ ୫ଟି ଜିଲ୍ଲା ର ଦ୍ରୋନ ସୋର୍ଭେ ସାରିବା ପରେ ୧୭୮୫ ଗୋଟି ଗ୍ରାମ ର ୩୯୭୪ ଗୋଟି ମ୍ୟାପ -୧ କୁ ଭୂମି ର ସତ୍ୟତା ଏବଂ ଯାଞ୍ଚ ପାଇ ସମ୍ପୃକ୍ତ ଜିଲ୍ଲା ମନକୁ ପ୍ରେରଣା କରିଛନ୍ତି ।
ରାୟଗଡା ଜିଲ୍ଲାର ୨ ହଜାର ୮୭୦ ଜଣକୁ ମଧ୍ୟ ସମ୍ପତି ପତ୍ର ମଧ୍ୟ ପ୍ରଦାନ କରାଯାଇ ଅଛି।
ଧାନ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ରୁ ୩୧୦୦ ଟଙ୍କା କରିଛନ୍ତି। ଏବଂ ଭାରତ ସରକାର ପିଏମ କିସାନ ଯୋଜନା ରେ ୬୦୦୦ ଟଙ୍କା ଦଉଛନ୍ତି ଓ ରାଜ୍ୟ ସରକାର ୪୦୦୦ ଟଙ୍କା ଦଉଛନ୍ତି।
ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁଛନ୍ତି, ପୁରୁଷ ମାନଙ୍କ ପାଇ ୫ ଲକ୍ଷ୍ୟ ଓ ମହିଳା ମାନଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ନିମନ୍ତେ। ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ୧୫ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ ପାଇଁ ଦେବେ।
ପ୍ରତ୍ୟେକ ଏଏନମ ସେଣ୍ଟର ବର୍ତ୍ତମାନ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ହେବ ଏବଂ ଚିକିତ୍ସା ସେବା ପାଇଁ ଲୋକ ଅସୁବିଧା ହେବେ ନାହିଁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପରେ ୧୦ ଜଣ ହିତାଧିକାରୀ ମାନଙ୍କୁ ଇ-ସମ୍ପତି କାର୍ଡ଼ ପ୍ରଦାନ କରିଥିଲେ।
ଆଜି ର କାର୍ଯ୍ୟକ୍ରମ ରାୟଗଡା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ, ଓଡିଶା ଶ୍ରୀଯୁକ୍ତ ସୁରେଶ ପୂଝlରୀ, ରାୟଗଡା ବିଧାୟକ ଶ୍ରୀ କଦ୍ରlକ ଆପଲସ୍ୱାମୀ, ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକlକା ଓ ଜିଲ୍ଲା ପାଲ ଶ୍ରୀମତୀ ପାରୁଲ ପାତ୍ଵରୀ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *