ରାୟଗଡା ଜିଲ୍ଲାର ସଦର ମୋହକୁମ ପିତାମହଲ ପଞ୍ଚାୟତ ରେ 6.12.24 ରେ hp ଗ୍ୟାସ ପ୍ଲାଣ୍ଟ ରେ ଗ୍ୟାସ ଟେଙ୍କର ଏବଂ chlorine ଗ୍ୟାସ ଟ୍ରକ ର ଏକ ଡେମ ପ୍ରସ୍ତୁତ କରିଥିଲେ କିଭଳ ଭାବରେ ଦୁର୍ଘଟଣା ହେଲା କିଭଳି ଭାବରେ ଡ୍ରାଇଭ ସତରକ ଅବଲମ୍ବନ କରିବ. ପ୍ରଥମୋ hpgas ଆମର୍ଜସି ସେପିଟି ଅଫିସର କୁଁ କଲ୍ କରିବ. ଡ୍ରାଇଭର ସେପିଟି ମାସ୍କ ପିନ୍ଧିବ. ତା ପରେ ଗ୍ୟାସ ପ୍ଲାଣ୍ଟ ରୁ ସେପିଟିକୀଟ ଡ୍ରେସ ପିନ୍ଧି ପ୍ଲାଣ୍ଟ ର କର୍ମଚାରି ଫେହଁ ଂଚ ବେ ତୁରନ୍ତ ଆମ୍ବୁଲାନ୍ସ. ଫାଇଆର ndrf ଓଡ୍ରାପ rto କୁଁ ତୁରନ୍ତ କଲ୍ କରିବେ.chlorien ଗ୍ୟାସ କିଭଳ ଆୟତ କରିବାକୁ ପଡିବ ଗ୍ୟାସ ଲିକେଜେ ହେଲେ ଲୋକଙ୍କ ଉପେରେ କୋଣ ପ୍ରଭାହ ହେବ ଡେମୋ ଦେଖାଇଥିଲେ, ଏଥରେ jk ପେପର ମିଲ, ଇମ୍ଫା hp ପ୍ଲାଣ୍ଟ, ଫାଇଆର, ଏଣ୍ଡିରାଫେ, ଆମ୍ବୁଲାନ୍ସ, ଓଡ୍ରାଫ, ପୋଲିସ rto ଏବଂ ସ୍ଥାନୀୟ ସୋରପୋଞ୍ଚ, ଏବଂ ଏଥିରେ ଚିଫଗ୍ୟାସ୍ଟ ଭାବରେ ଫାକ୍ଟ୍ରି ଏଣ୍ଡ ବୋଇଲର ଅଫିସର director ଚିତରଞ୍ଜନ ବେଉରା ଏବଂ କୋନିଷ୍ଟ ଯନ୍ତ୍ରୀ ବିନୀତ ସରଙ୍ଗି ସରକାରୀ କରୋ୍ମଚାରୀ ଏମ ରଜେନସି ଅଫିସର ଏବଂ କଲେଜର ପିଲାମାନେ ଥଲେ ଏହାର ପରିଚlଳନ କରିଥିଲେ hp ଗ୍ୟାସ, jk ପେପେର ମିଲ ସୋହଯୋଗ କରିଥିଲେ