ଶେରଗଡ଼ ବ୍ଲକ ଅନ୍ତର୍ଗତ ଆଲାରିଗଡ ଗ୍ରାମରେ ପ୍ରସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ଠାରେ ବଡ଼ ଏକାଦଶୀ ମହାଆଡମ୍ବରରେ ପାଳିତ ହେଉଛି। ପ୍ରଭୁ ଜଗନ୍ନାଥଙ୍କ ଦର୍ଶନଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ । ଭକ୍ତ ନିଷ୍ଠା ର ସହିତ ଏକାଦଶୀ ପୂଜା କରି ନିଜର ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି। Post navigation ଖିରେଇଟାଙ୍ଗିରି ଗ୍ରାମର 49 ନମ୍ବରଜାତୀୟ ରାଜପଥ ନିକଟରେ ଅବସ୍ଥିତ ଥିବା ଧାନବେଣୀ ମହିମା ଗାଦି ଜଳାଶୟ ର ଗୁପ୍ତ ରହସ୍ୟ