ହିଞ୍ଜିଳିକାଟୁ MCSC ତରଫରୁ ୨ଦିନିଆ ପ୍ରସିକ୍ଷଣ କରାଯାଇଛି। ସବୁ ରାଜ୍ୟର କେନ୍ଦ୍ରିୟ ଟିମ୍ ବର୍ଜ୍ୟବସ୍ତୁକୁ କେମିତି ଉପଯୋଗୀ କରାଯାଇପାରିବ ତାହାର ମଡେଲ ଦେଖିଲେ । ସବୁ ରାଜ୍ୟରେ ଏହା କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *